Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଉଠାଦୋକାନୀମାନଙ୍କ ପାଇଁ ସହାୟତାର ହାତ ବଢ଼ାଇଲେ ମୁଖ୍ୟମନ୍ତ୍ରୀ
କୋଭିଡ୍ ମହାମାରୀ ସଂକ୍ରମଣର ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ୍ ଯଦିଓ ସଂକ୍ରମଣ କୁ ରୋକିବାରେ ବହୁ ମାତ୍ରାରେ ସଫଳ ସାବ୍ୟସ୍ତ ହୋଇଛି କିନ୍ତୁ ଏହା ଯୋଗୁଁ ସହରାଞ୍ଚଳର ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି।
ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ!-->!-->!-->…
ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୮-୦୬-୨୦୨୧
ବିଷ୍ଣୁପ୍ରିୟା ସ୍ଵାଇଁ ହେଉଛନ୍ତି ସିଲଭର୍ ସିଟି ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ। ସେ ଜଣେ ମାଧବୀ ଛାତ୍ରୀ ମଧ୍ୟ। କିନ୍ତୁ କୋଭିଡ ସମୟରେ ସେ ପାଲଟିଛନ୍ତି ଅନଲାଇନ୍ ଡେଲିଭରି ଗାର୍ଲ, ଆଉ ସମସ୍ତଙ୍କ ପାଇଁ ସାଜିଛନ୍ତି ଏକ ବିରଳ ଉଦାହରଣ।!-->!-->!-->!-->!-->…
କାର ବାଇକ ମୁହାଁମୁହିଁ ଦୁର୍ଘଟଣା,ଦୁଇ ଆହତ!
ଅଷ୍ଟିନ ନ୍ଯୁଜ/ଯାଜପୁର
ତା-୦୭-୦୬-୨୦୨୧
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଗୋଡିମାଗୁରା ଗ୍ରାମର ଚାରିଛକରେ ଗାଡି ଦୁର୍ଘଟଣା। ଆଜି ଅପରାହ୍ନ ୨ଟା ୩୦ ସମୟରେ ଲୋଥକା ଆଡୁ ଗୋଡିମାଗୁରା ଅଭିମୁଖେ ଯାଉଥିବା ମହିନ୍ଦ୍ରା କାର OD-O2BQ-7715 ଏକ ବଜାଜ ଡିସ୍କଭର ଗାଡିକୁ ଧକ୍କା!-->!-->!-->!-->!-->…
ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୮-୦୬-୨୦୨୧
ଭାରତରେ ‘ବି.୧.୧.୨୮.୨’ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି। ପୁଣେର ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନ୍ଆଇଭି) ଦ୍ବାରା ଜିନୋମ୍ ସିକ୍ରେନ୍ସିଙ୍ଗ୍ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ!-->!-->!-->!-->!-->…
ଫେଲ୍ ମାରିଲା ମୋବାଇଲ୍ ଦୋକାନରୁ ଚୋରି : ୨ ଗିରଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୮-୦୬-୨୦୨୧
ଫେଲ୍ ମାରିଲା ମୋବାଇଲ୍ ଦୋକାନରୁ ଚୋରି । ଚୋରି କରୁଥିବା ବେଳେ ଧରା ପଡିଲେ ଦୁଇ ଚୋର । କାବୁକରି ପୋଲିସର ଜିମା ଦେଲେ ସ୍ଥାନୀୟ ଲୋକେ । ଏପରି ଏକ ଘଟଣା ଘଟିଛି କେନ୍ଦୁରଝର ଜିଲ୍ଲା ଆନନ୍ଦପୁର ଦୁର୍ଗା ମାର୍କେଟରେ ।ସୂଚନା!-->!-->!-->!-->!-->…
ଚବିଶ ଘଣ୍ଟାରେ ୫୮୯୬ କରୋନା ପଜେଟିଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୮୯୬ କରୋନା ପଜିଟିଭ୍!-->!-->!-->!-->!-->…
ପ୍ରଶାସିକା ଓ ରାଜନେତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ!
ଏଭଳି ଫଟୋଚିତ୍ର, ବିଶେଷତଃ "ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା" ର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ,ତାହା ତଥ୍ଯ ଓ ସତ୍ଯ ଦ୍ବାରା ପ୍ରମାଣିତ ହୋଇଛି।ଏ ସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି।
!-->!-->!-->…
କୋଟି କୋଟି ଟଙ୍କାର ବ୍ରାଉନ ସୁଗାର ଚାଲାଣ;ତିନି ଗିରଫ।!
ଅଷ୍ଟିନ ନ୍ୟୁଜ୍/କଟକ
ତା-୦୭-୦୬-୨୦୨୧
କରୋନା ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ସାରା ରାଜ୍ୟରେ ତାଲାବନ୍ଦ ଲାଗୁ କରାଯାଇଛି।ଏହି କଟକଣା ଭିତରେ ଚାଲୁଥିଲା ବ୍ରାଉନସୁଗାର ବେପାର । ଗତ କିଛି ବର୍ଷ ଧରି ପୋଲିସ୍ ବିଭିନ୍ନ ସ୍ଥାନରେ ଚଢଉ କରି ବିପୁଳ ପରିମାଣରେ ବ୍ରାଉନସୁଗାର ଜବତ!-->!-->!-->!-->!-->…
୨ ବର୍ଷରୁ ୧୮ ବର୍ଷମଧ୍ୟରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ପାଇଁ ମିଳିଲା ଅନୁମତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଦେଶରେ କରୋନା ସଂକ୍ରମନକୁ କୁ ଆଖି ଆଗରେ ରଖି ସରକାରଙ୍କ ନିଷ୍ପତି ଅନୁସାରେ । ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ!-->!-->!-->!-->!-->…
ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ!-->!-->!-->!-->!-->…
