News portal website
before header
[URIS id=5393]

ଏମିତି ଆସିଛି ଶୁଭେଛା ବାର୍ତ୍ତା

0 38

ପବିତ୍ର ଦୁର୍ଗାପୂଜା ଅବସରରେ ବିଭିନ୍ନ ବ୍ୟକ୍ତି ବିଶେଷ ଅନେକ ପ୍ରକାର ଶୁଭେଛା ବାର୍ତ୍ତା ଜଣାଉଥିବା ବେଳେ ଜଣେ ବିଧାୟକ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ହାରିବା ପରେ ଦୁର୍ଗା ପୂଜା ଅବସରରେ ନିଜେ ନିଜର ଫଟୋ ମାଆ ଦୁର୍ଗାଙ୍କ ଫଟୋ ସହ ବ୍ୟାନର କରି ହାରୁ ବିଧାୟକ ବଡ଼ଚଣା ଲେଖି ପୋଷ୍ଟ କରିଛନ୍ତି।

Notice

ଏପରିକି ଅନେକ ଡିଜିଟାଲ ମିଡିଆ ଏହାକୁ ମଧ୍ୟ ଶୁଭେଛା ବାର୍ତ୍ତା ମାଧ୍ୟମରେ ପକାଇଛନ୍ତି। ଓଡ଼ିଶା ବିଧାନସଭାର ବଡ଼ଚଣା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢୁଥିବା ଅଜୟ ଅନୁରାଗ ମହାନ୍ତି ଏପରି କରିଥିବା ଜାଣିବାକୁ ମିଳିଛି। ନିଜର ଏକ ଗଣମାଧ୍ୟମ ସଂସ୍ଥା ରହିଥିବା ବେଳେ ସେ ଚଳିତ ନିର୍ବାଚନରେ ଅମାନତ ହରାଇଥିଲେ।

ତେବେ ଏଭଳି ପୋଷ୍ଟ କେଉଁଠି ନା କେଉଁଠି କୌତୁହଳ ସୃଷ୍ଟି କରିବା ସହ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ ମଧ୍ୟ କରିଛି।

Leave A Reply

Your email address will not be published.