News portal website
before header

କ୍ରମାଗତ ଭାବରେ ଖସୁଛି କରୋନା ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ କରୋନା ପଜିଟିଭ୍ ଚିହ୍ନଟ…

ବଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନାମରେ ଚୋରି ଅଭିଯୋଗ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ଶୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ । ପଶ୍ଚିମବଙ୍ଗର କାନ୍ଥିରେ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ଏକ ମାମଲା ଦାଏର କରାଯାଇଛି । ଦୁଇ ଭାଇ ମ୍ୟୁନିସିପାଲିଟିରୁ ରିଲିଫ୍ ସାମଗ୍ରୀ ଚୋରି କରିଥିବା…

୩ ବର୍ଷ ଛୁଆଙ୍କୁ କରୋନା ଟୀକା ଦେବାକୁ ଚୀନ ପ୍ରସ୍ତୁତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ବିଶ୍ୱରେ ପ୍ରଥମ ଦେଶ ଭାବେ ଚୀନ ୩ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଉଛି । ଏହି ଟିକାକୁ ଉତ୍ପାଦନ କରୁଛି ‘ସାଇନୋଭ୍ୟାକ୍‌ ବାୟୋଟେକ୍‌’ । ଛୁଆଙ୍କ ପାଇଁ ଏହି ଟିକା ଜରୁରୀକାଳୀନ ଭିତ୍ତିରେ ଦେବା ପାଇଁ ଚୀନ୍‌ ସରକାର…

ଯୁବ ବିଜେପି ପ୍ରଭାରୀଙ୍କୁ ହତ୍ଯା!

ଅଷ୍ଟିନ ନ୍ୟୁଜ/ମୟୁରଭଞ୍ଜ ତା-୦୬-୦୬-୨୦୨୧ ଜଗବନ୍ଧୁ ପ୍ରଧାନ ବାଲେଶ୍ଵର ଜିଲ୍ଲା ବିଜେପି ଦଳର ଯୁବ ପ୍ରଭାରୀ ରଣଜିତ ପ୍ରଧାନଙ୍କୁ ହତ୍ଯା।ଗତକାଲି ରାତିରେ କପ୍ତିପଦା ନୂଆସାହିର ବାଘମରା,ଛକରେ ୪ଜଣ ନିଶାଶକ୍ତ ଯୁବକ ପିଟିପିଟି ମାରି ଦେଇଛନ୍ତି। ଘଟଣାରୁ…

ଭଦ୍ରକ ଯୁବକଙ୍କୁ ରାଜଧାନୀରେ ହତ୍ଯା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ରାଜଧାନୀରେ ଜଘନ୍ୟ ହତ୍ୟା । ଭଦ୍ରକର ଜଣେ ଯୁବକଙ୍କୁ ପଥରରେ ଛେଚି ଛେଚି ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଏପରି ଏକ ଅଭାବନୀୟ ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ହୋଟେଲ ସ୍ୱସ୍ତି ଗ୍ରାଣ୍ଡ ପଛପଟେ । …

ଲଗାତାର କମୁଛି ସଂକ୍ରମଣ, ସତର୍କ ରହିବା ଜରୁରୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୬-୦୬-୨୦୨୧ ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୦୦୨ କରୋନା ପଜିଟିଭ୍…

କେନ୍ଦ୍ରର ଟ୍ଵିଟରକୁ ଶେଷ ଚେତାବନୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ କେନ୍ଦ୍ରସରକାର ଙ୍କ ଟ୍ଵିଟର କମ୍ପାନିକୁ ଏବେ ଶେଷ ଚେତାବନୀ । ଦୀର୍ଘ ଦିନ ହେବ ସୋସିଆଲ୍‌ ମିଡିଆର ପ୍ରମୁଖ ଟ୍ଵିଟର କମ୍ପାନି ସହ ଲାଗିରହିଥିବା ବିବାଦ ଉଗ୍ର ରୂପ ନେଇଛି । ସରକାର ଶନିବାର ଟ୍ଵିଟରକୁ ନୋଟିସ ଜାରି କରି ତୁରନ୍ତ…

ଛାତ୍ରଛାତ୍ରୀଙ୍କୁ ବିଦେଶ ଯିବାକୁ ଥିଲେ ଦିଆଯିବ ଟିକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ପାଠ ପଢ଼ା ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁଦିଆଯିବ ଟିକା। ଭୁବନେଶ୍ୱର ମହାନଗର ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ଟୀକା ଦିଆଯିବ । ଅନେଇ ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।ପାଠପଢ଼ା ପାଇଁ ବିଦେଶ ଯିବାକୁ ଇଚ୍ଛୁକ ପିଲା ବହୁ…

ବିଦ୍ୟାଳୟରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।

ଅଷ୍ଟିନ ନ୍ୟୁଜ୍/ମୟୁରଭଞ୍ଜ ତା-୦୫-୦୬-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ ମୟୂରଭଞ୍ଜ ଜିଲ୍ଲା ପାଟଶାଣୀପୁର ହାଇସ୍କୁଲରୁ ଦୁଇ ଲକ୍ଷ ଟଙ୍କାର ସାମଗ୍ରୀ ଚୋରି।ଉଦଳା ବ୍ଲକର ପାଟଶାଣୀପୁର ପଞ୍ଚାୟତ ହାଇସ୍କୁଲରୁ ଗତକାଲି ରାତିରେ ଚୋରି ହୋଇଛି।ସେହି ସ୍କୁଲରେ ରାତ୍ରି ଜଗୁଆଳି ସୁରେନ୍ଦ୍ର…

ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ: ସାଂସଦ ଅପରାଜିତା ଷଢ଼ଙ୍ଗୀ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୫-୦୬-୨୦୨୧ ଏସଡିଜି ରିପୋର୍ଟକୁ ନେଇ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଢ଼ଙ୍ଗୀ । କହିଲେ ଓଡ଼ିଶାର ସ୍ଥିତି ଭଲ ନାହିଁ, ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଉଚିତ୍ । ଏସଡିଜି ରିପୋର୍ଟ ଖୋଲିଦେଲା ସରକାରଙ୍କ…