News portal website
before header

ଜୁନ୍‌ ୨୦ ପର୍ଯ୍ୟନ୍ତ ବଢ଼ିଲା ଲକ୍‌ଡାଉନ୍‌,୮ଟାରୁ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ-ବଜାର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଦେଶରେ କରୋନା ଭାଇରସ୍‌ର ସଂକ୍ରମଣ ବର୍ତ୍ତମାନ ପର୍ଯ୍ୟନ୍ତ ଧିରେ ଧିରେ କମୁଛି । ତଥାପି ପ୍ରତ୍ୟକ ଦିନ ଲକ୍ଷେରୁ ଅଧିକ ପଜିଟିଭ୍‌ ମାମଲା ସାମ୍ନାକୁ ଆସୁଛି । ହେଲେ କିଛି ରାଜ୍ୟରେ ଏବେ ବି ସଂକ୍ରମଣର ମାତ୍ରା କମିନାହିଁ ।…

ପୁରା ଦେଶ ପାଇଁ ମାଗଣା ଟୀକା

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ କରୋନା ମହାମାରୀ ଭିତରେ ପ୍ରଧାନମନ୍ତ୍ରୀ ଆଜି ଏକ ବଡ଼ ଘୋଷଣା କରିଛନ୍ତି । ଭାରତର ୧୮ ବର୍ଷରୁ ଅଧିକ ସମସ୍ତ ନାଗରିକଙ୍କୁ ମାଗଣା କରୋନା ଟିକା ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ର ସରକାର ଟିକା…

ବି.ଜେ.ଡି ତରଫରୁ ୬ ନମ୍ବର ୱାର୍ଡ ବିଶୋଧନ

କଟକ /ଅଷ୍ଟିନ୍ ନ୍ୟୁଜ ତା - ୦୭-୦୬-୨୦୨୧ ସିଏମସି ୬ ନମ୍ଵର୍ ୱାର୍ଡ ର ବି.ଜେ.ଡି ଯୁବନେତା ସୁନୀଲ କୁମାର ସାମଲ ଙ୍କ ନେତୃତ୍ଵରେ ୬ ନମ୍ଵର୍ ୱାର୍ଡର ୧,୨ ଓ ୩ ନମ୍ଵର୍ ବ୍ଲକ୍ କୁ ଆଜି ବିଶୋଧନ କରାଯାଇଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ…

ଜୁନ୍ ୭ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ପ୍ରତିବର୍ଷ ଜୁନ୍ ୭ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ୨୦୧୮ ଜୁନ ୭ରେ, ମିଳିତ ଜାତିସଂଘ ସାଧାରଣ ସଭା ଏହି ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସକୁ ବାର୍ଷିକ ଉତ୍ସବ ଭାବରେ ଥିମ୍ ପରିବର୍ତ୍ତନ ସହିତ ପାଳନ କରିବାକୁ ଘୋଷଣା…

ସାବିତ୍ରୀ ସ୍ପେଶାଲ ‘ମୋ ଭାଇ’ ଆପ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୭-୦୬-୨୦୨୧ କିଛିଦିନ ପରେ ଆସୁଛି ସାବିତ୍ରୀ ବ୍ରତ। କିନ୍ତୁ ଲକ୍ ଡାଉନ୍ ବଢ଼ାଉଛି ମହିଳା ମାନଙ୍କ ର ମୁଣ୍ଡ ବିନ୍ଧା। ବନ୍ଦ ବାନ୍ଦ ଭିତରେ କେମିତି ଜିନିଷ କିଣି ବ୍ରତ ପାଳନ କରିବେ ତାହା ହେଉଛି ବଡ ଚିନ୍ତା। ତେବେ ଏହି ସମସ୍ୟା କୁ ହଟାଇବାକୁ ଆସିଛି…

ରାଜ୍ୟ ସରକାରଙ୍କ ବଡନିଷ୍ପତି , ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ କରୋନାରେ ଆକ୍ରାନ୍ତ ଚିକିତ୍ସା ପାଇଁ ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ପାଇଁ ଯୋଜନା କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି…

ଉଦଳା ବିଜେଡି ତରଫରୁ ଉଦଳା ଏନ. ଏ.ସି ରେ ସହାୟତା

ଅଷ୍ଟିନ ନ୍ୟୁଜ୍/ ମୟୁରଭଞ୍ଜ ଜଗବନ୍ଧୁ ପ୍ରଧାନ ତା-୦୭-୦୬-୨୦୨୧ କିଛି ଦିନ ପୂର୍ବରୁ ୟଶର ପ୍ରଭାବରେ ଉଦଳା ଏନଏସିର ୱାର୍ଡରେ ବାସକରୁଥିବା ଲୋକଙ୍କ ଘରଗୁଡିକ ଭାଙ୍ଗି ଯାଇଅଛି । ସେମାନଙ୍କ ପାଇଁ ଆଜି ସକାଳୁ ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀନାଥ…

ମହାରାଷ୍ଟ୍ରରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍‌ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।ରାଜ୍ୟରେ…

ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଲେ, ୩୦ ରୁ ୫୦ ଜଣ ଆହାତ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୦୭-୦୬-୨୦୨୧ ଆଜି ପାକିସ୍ତାନରେ ଏକ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି।ପାକିସ୍ତାନୀ ନ୍ୟୁଜ୍ ତଥ୍ୟାନୁସାରେ,, ସିନ୍ଧର ଡାହରକି ରେଳ…

ଏକ ବର୍ଷ ପରେ ଫିଟୁଛି ଗୁମର “ନିଆଳିରୁ ନିଳାପଦା ଭାୟା କୋଲକାତା “

"ନିଆଳିରୁ ନିଳାପଦା ଭାୟା କୋଲକାତା " ଘଟଣାର ଫିଟୁଛି ଗୁମର। ଯାଜପୁର/ଅଷ୍ଟିନ୍ ନ୍ଯୁଜ ତା-୦୭-୦୬-୨୦୨୧ ଦୀର୍ଘ ଏକ ବର୍ଷ ପରେ ବଦଳୁଛି ଘଟଣାର ରୂପରେଖ। ବହୁଚର୍ଚ୍ଚିତ ନିଳାପଦା ଅଙ୍ଗନବାଡି କର୍ମୀ ଆତ୍ମହତ୍ଯା ଘଟଣାରେ ବଦଳୁଛି ମୋଡ। ସୂଚନା ଅନୁଯାୟୀ ବରୀ ବ୍ଲକ ମହାକାଳପଡ଼ା…