News portal website
before header
Browsing Category

କ୍ରୀଡା

୧୫୧ରନ କରି ହାରିଲା ଭାରତ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୪-୧୦-୨୦୨୧ ଟି ଟ୍ବେଣ୍ଟି ବିଶ୍ବକପ ଆଜି ଆରମ୍ଭ ହୋଇଛି। IND vs PAK ଟସ୍ ଜିତି ପାକିସ୍ତାନର ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ, ବ୍ୟାଟିଂ କରିଥିଲା ଭାରତ ।ଟି-୨୦ ବିଶ୍ଵ କପ୍‌ରେ ସବୁଠୁ ବଡ ମୁକାବିଲାର ଆରମ୍ଭରେ ଭାରତର ପରାଜୟ ହୋଇଛି।ରବିବାର

ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ ସମ୍ପାଦକ ଦାୟିତ୍ୱ ଗ୍ରହଣ କଲେ;ରଞ୍ଜନ ମହାନ୍ତି!

ଅଷ୍ଟିନ୍ ନ୍ଯୁଜ/କଟକ ତା-୦୪-୧୦-୨୦୨୧ ସର୍ବଭାରତୀୟ ଚେସ ଆସୋସିଏସନର ଯୁଗ-ସମ୍ପାଦକ ଦାୟିତ୍ୱ ଭାର ଗ୍ରହଣ କରିଛନ୍ତି, ଅଲ ଓଡ଼ିଶା ଚେସ ଆସୋସିଏସନର ସଭାପତି, ତଥା ଫିଡେ ଆର୍ବିଟର ଟାଇଟଲ ବିଜେତା ରଞ୍ଜନ ମହାନ୍ତି।ତେବେ ଚେସର ଯୁଗ-ସମ୍ପାଦକ ସର୍ବଭାରତୀୟ ସ୍ତରରେ ଦାୟିତ୍ୱ ନେବାରେ

ଓଡ଼ିଶାରେ ଜାତୀୟ ଚେସ ଏକାଡେମୀ ପାଇଁ ନିଷ୍ପତ୍ତି;ଟିମରେ ଫିଡେ ଆର୍ବିଟର ରଞ୍ଜନ ମହାନ୍ତି ସାମିଲ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୫-୨୦୨୧ ଓଡିଶା କ୍ରୀଡା କ୍ଷେତ୍ରରେ ଅଗ୍ରଣୀ ହେବାକୁ ଯାଉଛି, ବିଶେଷ କରି ଦିମାଗର ଗେମ "ଚେସ" ଓପରେ ରାଜ୍ଯ ସରକାର ପ୍ରାଧାନ୍ଯ ଦେବାକୁ ଯାଉଛନ୍ତି । ଗ୍ରାଣ୍ଡମାଷ୍ଟର ପ୍ରବୀଣ ଥିପେସୀଙ୍କ ଅଧ୍ଯକ୍ଷତାରେ ଏକ ସାତ ଜଣିଆ ଯୋଜନା ଓ

ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୦-୦୮-୨୦୨୧ ଓଡ଼ିଆ ପୁଅ ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ ପ୍ରଦାନ କରିଛି ବିଶ୍ବ ଚେସ ଫେଡେରେସନ। ରଞ୍ଜନ ମହାନ୍ତି ଜଣେ ସୁଦକ୍ଷ ଫିଡେ ଇନଷ୍ଟ୍ରକ୍ଟର ଅଟନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନର ଶ୍ରୀଯୁକ୍ତ ମହାନ୍ତି ସଭାପତି ଅଟନ୍ତି।

ଫ୍ଲାଇଙ୍ଗ ଶିଖ୍ ଙ୍କୁ କୋରୋନା

କଟକ /ଅଷ୍ଟିନ୍ ନ୍ୟୁଜ ତା ୨୧-୦୫-୨୦୨୧ ଭାରତୀୟ ଧାବକ ପଦ୍ମଶ୍ରୀ ମିଲ୍ଖା ସିଂହ କରୋନା ଦ୍ଵାରା ସଂକ୍ରମିତ ହୋଇଥିବା ଜଣାପଡିଛି। ସେ ଏବେ ଗୃହ ସଂଗରୋଧ ରେ ଅଛନ୍ତି ଏବଂ ତାଙ୍କ ସ୍ଵାସ୍ଥ୍ୟାବସ୍ଥ ମଧ୍ୟ ସ୍ଥିର ରହିଛି। ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ

୧୮ରୁ ପଞ୍ଜୀକରଣ : ଆସୁଛି PUBGର ରୂପାନ୍ତରିତ ସଂସ୍କରଣ

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୧୭-୦୫-୨୦୨୧ PUBG ଉପଭୋକ୍ତାଙ୍କ ପାଇଁ ଖୁସି ଖବର। PUBG ନିର୍ମାତା କ୍ରାଫ୍ଟନ୍ ଭାରତ ପାଇଁ ଖୁବ୍ ଶୀଘ୍ର ବହୁ ପ୍ରତୀକ୍ଷିତ PUBGର ରୂପାନ୍ତରିତ ସଂସ୍କରଣ ବ୍ୟାଟଲଗ୍ରାଉଣ୍ଡ୍ ମୋବାଇଲ୍ ଇଣ୍ଡିଆ ନାମକ ଏକ ନୂଆ ଗେମ୍ ଆରମ୍ଭ କରିବାକୁ

ଘାସ କାଟୁଛନ୍ତି ପନ୍ତ

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୪-୦୫-୨୦୨୧ ଚାଳିତ ବର୍ଷ ଇଣ୍ଡିଆନ୍ ପ୍ରିମିଅର ଲିଗ କୁ କରୋନା ମହାମାରୀ ଯୋଗୁ୍ ଅଧାରୁ ବାତିଲ କରାଯାଇଛି। ଏହା ଖେଳାଳି ମାନଙ୍କୁ ଆଣିଦେଇଛି ନିଜ ପରିବାର ସହ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ। ଆଇ. ପି. ଏଲ୍. ସ୍ଥଗିତ ରହିବା କାରଣରୁ ରିଷଭ ପନ୍ତ

ଦ ହଣ୍ଡ୍ରେଡ଼ରେ ଖେଳିବେ ୪ ଭାରତୀୟ ମହିଳା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୫-୦୫-୨୦୨୧ ପ୍ରଥମ ଥର ପାଇଁ ଇଂଲାଣ୍ଡ ଦ୍ଵାରା ଅୟୋଜିତ 'ଦ ହଣ୍ଡ୍ରେଡ଼' ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ୪ ଜଣ ମହିଳା କ୍ରିକେଟର ଙ୍କୁ ଭାରତୀୟ କ୍ରିକେଟ୍ ବୋର୍ଡ ବା ବି. ସି. ସି. ଆଇ. ପକ୍ଷ୍ୟରୁ ଅନୁମତି ମିଳିଛି। ଅଷ୍ଟିନ୍ ନ୍ୟୁଜ୍ ରେ

ଆଇପିଏଲ ରେ କରୋନା କଣ୍ଟା!

ଅଷ୍ଟିନ୍ ନ୍ୟୁଜ / ଭୁବନେଶ୍ୱର ତା-୦୩-୦୫-୨୦୨୧ ଆଇପିଏଲ୍‌ର ୧୪ତମ ସଂସ୍କରଣକୁ ଗ୍ରାସ କରିଛି କରୋନା ମହାମାରୀର ଦ୍ଵିତୀୟ ଲହର। କୋଲକାତା ନାଇଟ୍ ରାଇଡର୍ସର ଦୁଇ ଖେଳାଳି ବରୁଣ ଚକ୍ରବର୍ତ୍ତୀ ଓ ସନ୍ଦୀପ ଓ୍ଵାରିୟର କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ପରେ

ହାପି ବାର୍ଥଡେ ହିଟ୍ ମ୍ୟାନ୍

କଟକ / ଅଷ୍ଟିନ୍ ନ୍ୟୁଜ ତା - ୦୧-୦୫-୨୦୨୧ ହିଟ୍ ମ୍ୟାନ୍ ତଥା ମୁମ୍ବାଇ ଇଣ୍ଡିୟାନ୍ସ୍ ଦଳର ଅଧିନାୟକ, ଓ ଭାରତୀୟ ଓପନର୍ ରୋହିତ ଶର୍ମାଙ୍କର ଆଜି ଶୁଭ ଜନ୍ମଦିନ। ସେ ଗତ ଶୁକ୍ରବାର ଦିନ ୩୫ ବର୍ଷ ରେ ପଦାର୍ପଣ କରିଛନ୍ତି। ତାଙ୍କ ଦଳର ସାଥୀମାନେ ରହୁଥିବା ହୋଟେଲ୍ ରେ ଜିରୋ ଆୱାର ରେ,