ନା ନନେଇ କାହାକୁ କଲେ ଟାର୍ଗେଟ ମହେଶ୍ବର ?

ବଡ଼ଚଣାରେ ମହିଷାଶୁର ଉତ୍ପାତ ହେଲେଣି ! ମାଆ ତାଙ୍କୁ ବଧ୍ୟ କରିବେ ମହିଷାସୁର କିଏ ? କେଉଁ ମହିଷାଶୁରଙ୍କୁ ବଧ କରିବେ ମାଆ ? କାହା କଥା କହିଲେ ମହେଶ୍ୱର ପରିଡା।ଅବସର ଥିଲା ଦୁର୍ଗାପୂଜା ମଣ୍ଡପ ବୁଲିବା,ମାଆ ଦୁର୍ଗାଙ୍କ ଦର୍ଶନ କରିବା। ନିଜର ଶହଶହ ସମର୍ଥକଙ୍କ ଗହଣରେ ବାଇକ ଶୋଭାଯାତ୍ରାରେ ଆସିଲେ ଦୁର୍ଗା ମଣ୍ଡପରେ ଦର୍ଶନ କଲେ।କହୁ କହୁ ନିଜର ଅଭିଭାଷଣରେ କହିଲେ ବଡ଼ଚଣାରେ ମହିଷାଶୁର ଉତ୍ପାତ ହେଲେଣି, ମାଆ ତାଙ୍କୁ ଖୁବଶୀଘ୍ର ବଧ କରିବେ।
https://youtube.com/shorts/KzenQUjy2ns?si=wh5zxeE0LGQU4M7n
ବଡ଼ଚଣା ବାସୀ ଭାରି ସ୍ୱାଭିମାନୀ କେବେ ବି ବେଇମାନଙ୍କୁ ଗ୍ରହଣ କରିବେ ନାହିଁ କିମ୍ବା ପ୍ରଶୟ ଦେବେ ନାହିଁ।ଏହା କାହା ଉଦ୍ଦେଶ୍ୟରେ ଥିଲା ତାହା ତ ଜଣାପଡୁନି କିମ୍ବା ମହେଶ୍ଵର ସ୍ପଷ୍ଟ କରି ନାହାନ୍ତି କିନ୍ତୁ ଏହି ମନ୍ତବ୍ୟ ପରେ ବଡ଼ଚଣା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି।
https://youtube.com/shorts/KzenQUjy2ns?si=7RrIkfnkdUiYxfzM
