News portal website
before header

ଶେଷରେ ଟ୍ୱିଟର ସ୍ୱିକାର କଲା ସରକାରଙ୍କ ନୂଆ ନିୟମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ କେନ୍ଦ୍ର ସରକାରଙ୍କ କଡ଼ା ଚେତାବନୀ ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ନୂଆ ଆଇଟି ନିୟମମ ମାନିବାକୁ ରାଜି ହୋଇଥିବା ସୂଚନା ମିଳିଛି । କିଛି ଦିନ ପୂର୍ବେ କେନ୍ଦ୍ର ସରକାର ଟ୍ୱିଟରକୁ ଶେଷ ଚେତାବନୀ ଦିଆ ଯାଇଥିଲାବେଳେ । ଶେଷରେ…

ରାମାୟଣ ଫିଲ୍ମରେ ‘ରାବଣ’ ଭୂମିକାରେ ନଜର ଆସିବେ ହ୍ରିତିକ୍

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ନିର୍ମାତା ମଧୁ ମଣ୍ଟେନାଙ୍କ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ ‘ରାମାୟଣ’କୁ ନେଇ ଫ୍ୟାନ୍ସଙ୍କ ଠାରେ ଆଗ୍ରହ ଦେଖାଦେଇଛି । ଫିଲ୍ମକୁ ନେଇ ବଲିଉଡରରେ ଆଲୋଚନା ହେଉଛି ଯେ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ରାବଣ ଭୂମିକାରେ…

କେବଳ ପୁରୀରେ ହେବ ରଥଯାତ୍ରା ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ଆଉ ଦିନ କେଇଟା ପରେ ମହାପ୍ରଭୁଙ୍କ ରଥଯାତ୍ରା କିନ୍ତୁ ପୂର୍ବ ବର୍ଷ ଭଳି ଏବର୍ଷ ପୁଣି ରଥଯାତ୍ରା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏବର୍ଷ ବି ଭକ୍ତ ଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ରଥଯାତ୍ରା । ଏହା ଛଡା କେବଳ…

କ୍ଷତିଗ୍ରସ୍ତ ଚାଷୀଙ୍କୁ ୟସ ପ୍ୟାକେଜ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ବାତ୍ୟା ୟାସ ପାଇଁ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସହାୟତା । ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ…

ଜୋମାଟୋ ଗାର୍ଲଙ୍କୁ ସମ୍ବର୍ଦ୍ଧନା

କଟକ / ଅଷ୍ଟିନ୍ ନ୍ୟୁଜ ତା - ୧୦-୦୬-୨୦୨୧ କଟକ କାଠଗଡ଼ାସାହି ର ବିଷ୍ଣୁପ୍ରିୟା ସ୍ୱାଇଁ ଏବେ କଟକ ର ପ୍ରଥମ ଜୋମାଟୋ ଡେଲିଭରି ଗାର୍ଲ ଭବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଲେଣି। ସେ କଟକ ର ପ୍ରଥମ ଅନ୍ଲାଇନ୍ ଫୁଡ୍ ଡେଲିଭରି ଗାର୍ଲ ହେବା ସହ ଶୈଳବାଳା ମହିଳା…

ରେଭେନ୍ସା ଛାତ୍ରାବାସ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ

କଟକ / ଅଷ୍ଟିନ୍ ନ୍ୟୁଜ ତା-୧୦-୦୬-୨୦୨୧ କୋଭିଡ଼ ଲକ୍ ଡାଉନ ପରିପେକ୍ଷିରେ ଅନେକ୍ ଅସୁବିଧାର ସମ୍ମୁଖିନ କରୁଥିବା ରେଭେନ୍ସା ଛାତ୍ରାବାସ ର କର୍ମଚାରୀଙ୍କୁ କଲିକତା ଇଣ୍ଡିଆନ୍ ବ୍ଯାଙ୍କ ର ଜଣେ କାର୍ଯ୍ୟରତ କର୍ମଚାରୀ ଓ ପୁରାତନ ଛାତ୍ର ମଳୟ ମହାନ୍ତି ଙ୍କ ସହଯୋଗରେ ପୁରାତନ ଛାତର ସାମାଜ…

ରାଜ୍ୟ କ୍ୟାବିନେଟର ୧୧ଟି ପ୍ରସ୍ତାବ ଉପରେ ମୋହର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ରାଜ୍ୟ କ୍ୟାବିନେଟ ବୈଠକରେ ୧୧ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏସବୁ ଭିତରେ ରହିଛି ୪ଟି ବିଜୁ ଏକ୍ସପ୍ରେସ ୱେ ନିର୍ମାଣ ଓ ପ୍ରଶସ୍ତିକରଣ । ପଶ୍ଚିମ ଓଡ଼ିଶାରେ ଗମନାଗମନ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ନୂଆପଡ଼ାରୁ…

କରୋନା କଟକଣା ଭିତରେ ପାଳନ ହେଉଛି ‘ସାବିତ୍ରୀ ବ୍ରତ’

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।ମହାମାରୀ…

ଦୁଇ ଦିନ ହେଲା ବଢୁଛି ସଂକ୍ରମଣ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୦-୦୬-୨୦୨୧ ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା…

ବିର୍ସା ମୁଣ୍ଡାଙ୍କ ୧୨୧ତମ ଶହୀଦ ଦିବସ;ପାଳନରେ ସାମିଲ ଆବଳବୃଦ୍ଧବନିତା

ଅଷ୍ଟିନ ନ୍ଯୁଜ/ମୟୁରଭଞ୍ଜ ତା-୦୯-୦୬-୨୦୨୧ ଆଜି ହେଉଛି ବିର୍ସାମୁଣ୍ଡାଙ୍କର ୧୨୧ତମ ଶହୀଦ ଦିବସ।ସାରା ରାଜ୍ଯ ପାଳନ କରୁଛି ଶ୍ରଦ୍ଧାଞ୍ଜଳି, ସ୍ମାରକୀ ସ୍ଥଳରେ ବିଜୟ ଗାଥା ମନେ ପକାଇ ଉଦଜିବିତ କରିଛନ୍ତି ନେତା, ରାଜନେତା, ଶାସକ, ପ୍ରଶାସକ, ସମାଜସେବୀ, ସାମ୍ବାଦିକ, ଏବଂ ଯୁବପିଢି…