Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
କାହା ପ୍ରୋତ୍ସାହନରେ ନକଲି ମଦ କାରଖାନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ସାତ ଦିନ ନ ପୂରୁଣୁ ପୁଣି ନକଲି ମଦ ଜବଦ |ଖୁଣ୍ଟା ଥାନା ଅଂଚଳରେ ଅବକାରୀ ବିଭାଗ ଅଫିସ ପାଖରୁ ଏକ ନକଲି ମଦ କାରଖାନା ଠାବ କରାଯାଇ ମଦ ବୋତଲ ସହ ମଦ ତିଆରି ସରଞ୍ଜାମ ଖୁଣ୍ଟା ପୋଲିସ ଦ୍ୱାରା ଜବତ!-->!-->!-->!-->!-->!-->!-->…
କୋଟିପତି ଗୌତମ ଥାପରଙ୍କ ଘରେ ସିବିଆଇ ରେଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କୋଟିପତି ତଥା ଅଭନଥା ଗ୍ରୁପ୍ର ପ୍ରତିଷ୍ଠାତା ଗୌତମ ଥାପର ନାଁରେ ସିବିଆଇ ମାମଲା ରୁଜୁ । ୟେସ ବ୍ୟାଙ୍କକୁ ୪୬୬ କୋଟି ଟଙ୍କାର ହଡ଼ପ ଲଗାଇବା ଘଟଣାରେ ସିବିଆଇ ରେଡ଼ କରିଥିବା ଜଣା ପଡ଼ିଛି । ତଦନ୍ତକାରୀ ସଂସ୍ଥା ଏକା ଥରକେ ୨୦ଟି!-->!-->!-->!-->!-->…
ନବୀନଙ୍କୁ କୃତଜ୍ଞତା ଜଣାଇଲେ କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘ
କଟକ / ଅଷ୍ଟିନ୍ ନ୍ୟୁଜ
ତା - ୦୯-୦୬-୨୦୨୧
ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୨୬ ଲକ୍ଷ ତାଙ୍କର ଗୋଟିଏ ସ୍ଵତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଓଡିଶା ସରକାରଙ୍କର ଏହି ଯୋଜନା ପାଇଁ, କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି!-->!-->!-->!-->!-->…
ରେଳ କଣ୍ଟେନରରୁ ଲିକ୍ ହେଲା ଅକ୍ସିଜେନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କରୋନା ମହାମାରୀ ସମୟରେ ଅକ୍ସିଜେନ ର ଅଭାବ ଦେଖିବାକୁ ମିଳୁଥିଲାବେଳେ । ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛିକି ।କଳାହାଣ୍ଡି ରେଳ ଯୋଗେ ପରିବହନ ବେଳେ କଣ୍ଟେନରରୁ ଲିକ୍ ହେଲା ଅମ୍ଲଜାନ। ଏଭଳି ଏକ ଘଟଣା ଣା ଘଟିଛି!-->!-->!-->!-->!-->…
୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଜୁନ ଆଣିଦେଉଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ!-->!-->!-->!-->!-->…
୧୨ ବର୍ଷ ବୟସରୁ କମ ଶିଶୁଙ୍କ ପାଇଁ ଆସିବ ଟିକା, ଫାଇଜରର ପରୀକ୍ଷା ଆରମ୍ଭ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
କରୋନା ଭାଇରସ ଟିକା ଉତ୍ପାଦନକାରୀ କଂପାନୀ ‘ଫାଇଜର’ ନିଜର ଟିକାର କ୍ଲିନିକାଲ ପରୀକ୍ଷା ୧୨ ବର୍ଷ ବୟସର ଶିଶୁଙ୍କ ପାଇଁ ଆରମ୍ଭ କରିଦେଇଛି । ପ୍ରଥମ ପର୍ଯ୍ୟାୟର ଗବେଷଣାରେ କମ ସଂଖ୍ୟାରେ ଛୋଟ ଶିଶୁଙ୍କୁ ଟିକାର ଭିନ୍ନ!-->!-->!-->!-->!-->…
ଓଡିଶା ଛୁଇଁବ ମୌସୁମୀ ବାୟୁ; ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ। ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା!-->!-->!-->!-->!-->…
ୟୁଜି ଓ ପିଜି ପରୀକ୍ଷା ନେଇ ବଢିଲା ଦ୍ଵନ୍ଦ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୯-୦୬-୨୦୨୧
ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, ୟୁଜି ଓ ପିଜି ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର!-->!-->!-->!-->!-->…
ବିଭିନ୍ନ ଟିକାର ଦାମ୍ ଧାର୍ଯ୍ୟ କଲେ କେନ୍ଦ୍ର ସରକାର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୮-୦୬-୨୦୨୧
ଧାର୍ଯ୍ୟ ହେଲା କୋଭିଡ୍ ଟିକାର ଦାମ୍ଦେଶରେ ବିଭିନ୍ନ ଟିକାର ଦାମ ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଘରୋଇ ହସ୍ପିଟାଲରେ କୋଭିସିଲ୍ଡ଼ର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କାକୋଭିସିଲ୍ଡର ଉତ୍ପାଦନକାରୀ ବିକ୍ରି ଦର ୬୦୦!-->!-->!-->!-->!-->…
କରୋନାର ନୂଆ ଲକ୍ଷଣ ନଖର ଆକାର , ରଙ୍ଗର ଘଟିବ ଏପରି ପରିବର୍ତ୍ତନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୮-୦୬-୨୦୨୧
କରୋନା ଭାଇରସ ସାରା ଦେଶରେ ଭୟଙ୍କର ରୂପ ନେଉଥିଲାବେ ଏଥିରେ ବହୁ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ସାଧାରଣତଃ ଜର, କାଶ,ଥଣ୍ଡା ଓ ଗନ୍ଧ-ବାସ୍ନା ଚାଲିଯିବା ଆଦି କରୋନାର ଲକ୍ଷଣ ସଂକ୍ରମଣ ଲକ୍ଷଣ ହୋଇଥିବା ବେଳେ ଏବେ ଏକ ନୂଆ ଲକ୍ଷଣ!-->!-->!-->!-->!-->…
