News portal website
before header
[URIS id=5393]

୨ ବର୍ଷରୁ ୧୮ ବର୍ଷମଧ୍ୟରେ ପିଲାଙ୍କ ଉପରେ ଟିକା ପରୀକ୍ଷଣ ପାଇଁ ମିଳିଲା ଅନୁମତି

0 154

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧

ଦେଶରେ କରୋନା ସଂକ୍ରମନକୁ କୁ ଆଖି ଆଗରେ ରଖି ସରକାରଙ୍କ ନିଷ୍ପତି ଅନୁସାରେ । ଦେଶରେ ଆରମ୍ଭ ହୋଇଛି ପିଲାଙ୍କ ଉପରେ ଟିକାର ପରୀକ୍ଷଣ । ସ୍ୱଦେଶୀ ଟୀକା କୋଭ୍ୟାକ୍ସିନର ମାନବ ପରୀକ୍ଷଣ ପିଲାଙ୍କ ଉପରେ କରିବା ପାଇଁ ଦିଲ୍ଲୀ ଏମ୍ସରେ ସୋମାବାରଠାରୁ ଆରମ୍ଭ ହୋଇଛି ସ୍କ୍ରିନିଂ । ସ୍କ୍ରିନିଂ ରିପୋର୍ଟ ଆସିବା ପରେ ପିଲାଙ୍କୁ ଦିଆଯିବ କରୋନା ଟିକା । ଏଥିପାଇଁ ୫୨୫ଜଣ ସ୍ୱେଚ୍ଛାସେବୀଙ୍କୁ ଚୟନ କରାଯାଇଛି ।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍, ଦେଶର ୨ ବର୍ଷରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଉପଯୁକ୍ତକି ନାହିଁ ତାହା ଉପରେ ଆରମ୍ଭ ହୋଇଛି ପରୀକ୍ଷା । ଭାରତ ବାୟୋଟେକ୍ ସହ ମିଳିତ ଭାବରେ ଏମ୍ସ ଏହି ପରୀକ୍ଷଣ ଆରମ୍ଭ କରିଛି ।

ବୟସ୍କଙ୍କ ଭଳି ପିଲାଙ୍କ କୋଭାକ୍ସିନ ଟିକାର ପରୀକ୍ଷଣ କରାଯିବ । କିଛିଦିନ ଆଗରୁ ଏମ୍ସ୍ ପଟାନରେ ଭାରତ ବାୟୋଟେକର ଟିକାକୁ ଅନୁମତି ପରେ ପିଲାଙ୍କ ଉପରେ ପରୀକ୍ଷଣ ଆରମ୍ଭ ହୋଇସାରିଛି । ଭାରତୀୟ ଡ୍ରଗ୍ସ କଂଟ୍ରୋଲ ଜେନେରାଲ ଗତ ମେ ୧୨ ତାରିଖରେ କୋଭାକ୍ସିନ ଟିକାର ପିଲାଙ୍କ ଉପରେ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଥିଲେ

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର theaustinnews@gmail.com ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.