Sign in
Sign in
Recover your password.
A password will be e-mailed to you.
Breaking News
ଦୁଇ ମୋବାଇଲ ଲୁଟେରା ଗିରଫସାଇକେଲ ଚୋରା କୋର୍ଟଚାଲାଣଚାଲିଛି ଚୋରାଚାଲାଣ ପାହାଡ଼ରୁ ଲୁଟ ହେଉଛି ମୋରମପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠାରୁ ୫ଲକ୍ଷ ଟଙ୍କା ଲୁଟପାଞ୍ଚ ବର୍ଷ ପରେ ବି କୋରେଇ ଭବନ ଭୂଇଁରୁ ଉଠୁନିଗ୍ରାମୀୟଜଳ ଯୋଗାଣରୁ ବାହାରୁଛି ଗୋଳିଆ ପାଣିକାହ୍ନୁଚରଣ ବିଦ୍ୟାମନ୍ଦିର ରୂପାନ୍ତରୀକରଣର ଶିଳାନ୍ୟାସପାଣି ପାଇଁ ଲୋକେ ହନ୍ତସନ୍ତରାସ୍ତାଗସ୍ତ ପାଇଁ ଯାତାୟତରେ ଅସୁବିଧାବାଦ ପଡିଛି ପାନୀୟଜଳ ଯୋଗାଣ ବ୍ୟବସ୍ଥା
Browsing Category
ବାଣିଜ୍ୟ
ମେଟା ସହ ଜୁକରବର୍ଗଙ୍କ ସେଲଫି!
ଫେସବୁକ ଏବେ ମେଟା ହେବ, ଏ ନେଇ ଗତକାଲି ଫେସବୁକ ନିର୍ମାତା ମାର୍କ ଜୁକରବର୍ଗ ଫେସବୁକରେ ସୂଚନା ଦେଇଥିଲେ। ତେବେ ଆଜି ସକାଳୁ ମେଟା ଲୋଗ ସହ ଜୁକରବର୍ଗ ଏକ ସେଲଫି ନେଇ ଫେସବୁକରେ ଫଟ ପୋଷ୍ଚ କରିଛନ୍ତି।
ଫେସବୁକ ଏବେ ମେଟା ସୂଚନା ଦେଲେ;ସିଇଓ!
ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର
ତା-୨୯-୧୦-୨୦୨୧
ଫେସବୁକ ବର୍ତ୍ତମାନ ମେଟା ସହ ଯୋଡି ହୋଇଛି ଏନେଇ ଫେସବୁକ ସିଇଓ ଗତକାଲି ଏହି ସୂଚନା ଦେଇଛନ୍ତି।
FOUNDER'S LETTER, 2021
We are at the beginning of the next chapter for the internet, and it's the next!-->!-->!-->!-->!-->!-->!-->!-->!-->…
ଟାଟା କାଟିଲା ନୀଳାଞ୍ଚଳ ବିଦ୍ଯୁତ
ଅଷ୍ଟିନ୍ ନ୍ଯୁଜ /ଯାଜପୁର
ତା -୨୩/୦୮/୨୦୨୧
ପରିଚାଳନାଗତ ତ୍ରୁଟି ପାଇଁ ନୀଳାଚଳ ଇସ୍ପାତ କାରଖାନାର କ୍ଷତି ହୋଇଛି। ଏବେ ଆଉ ଏକ ଷଡ଼୍ଯନ୍ତ୍ର ପଦାକୁ ଆସିଛି। ମାସ ମାସ ଧରି ବିଦ୍ୟୁତ୍ ବିଲ୍ ମଧ୍ୟ କଂପାନି କର୍ତ୍ତୃପକ୍ଷ ବାକି ରଖିଛନ୍ତି। ପ୍ରାୟ ୫୬କୋଟି ୭୦ ଲକ୍ଷ ଟଙ୍କାର!-->!-->!-->!-->!-->…
ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୮-୦୬-୨୦୨୧
କରୋନାରେ ପ୍ରଭାବିତ ସେକ୍ଟରେ ଗତି ବଢାଇବା ପାଇଁ ଆଠଟି ନୁତନ ସ୍କିମ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କୋଭିଡ ପ୍ରଭାବିତ କ୍ଷେତ୍ରଗୁଡିକ ପାଇଁ ୧.୧ ଲକ୍ଷ କୋଟି ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା!-->!-->!-->!-->!-->…
ଗଶେଶ ପୂଜାରେ ବଜାରକୁ ଆସିବ: ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ,ଜାଣନ୍ତୁ କେମିତି?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୪-୦୬-୨୦୨୧
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ମୁଖ୍ୟ ମୁକେଶ ଆମ୍ବାନୀ ୪୪ ତମ ଏଜିଏମରେ ବିଶ୍ବର ସବୁଠୁ ଶସ୍ତା ସ୍ମାର୍ଟଫୋନ୍ ଲଞ୍ଚ କରିବା ନେଇ ଘୋଷଣା କରିଛି। ଏହି ଅବସରରେ ଅମ୍ବାନୀ କହିଛନ୍ତି, ଏବେ ସୁଦ୍ଧା ଦେଶରେ ୩୦ କୋଟି ଲୋକ!-->!-->!-->!-->!-->…
ଜି–୭ ଶିଖର ବୈଠକରେ ଚୀନକୁ ବହିଷ୍କାର କରିବାକୁ ଜୋ ବାଇଡେନଙ୍କ ଯୋଜନା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୧୩-୦୬-୨୦୨୧
ଜି–୭ ଶିଖର ସମ୍ମିଳନୀରେ ନେତାମାନେ ଚୀନ୍ର ସର୍ବଭାରତୀୟ ଅଭିଯାନ ସହ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଏକ ଭିତ୍ତିଭୂମି ଯୋଜନା ଉନ୍ମୋଚନ କରିଛନ୍ତି କିନ୍ତୁ ଚୀନ୍କୁ ମାନବିକ ଅଧିକାରର ଉଲ୍ଲଂଘନକୁ କିପରି ରୋକାଯାଇପାରିବ!-->!-->!-->!-->!-->…
ଆକାଶଛୁଆଁ ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଦେଶରେ ଡିଜେଲ୍ ଓ ପେଟ୍ରୋଲ ଦର ଆକାଶଛୁଆଁ ରହିଛି। ଦେଶର ଅନେକ ସହରରେ ପେଟ୍ରୋଲ ଦର ଲିଟର ପିଛା ୧୦୦ ଟଙ୍କାରେ ପହଞ୍ଚିଛି। ତୈଳ ବିପଣନକାରୀ କମ୍ପାନୀ ପ୍ରତି ଦିନ ଦର ବୃଦ୍ଧି କରୁଛନ୍ତି। ଗୋଟିଏ ପଟେ କରୋନା କଟକଣା ଲୋକଙ୍କ!-->!-->!-->!-->!-->…
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିଷ୍ପତି ୧୦ କୋଟି ଟଙ୍କାର ଜୋରିମାନା ଦେବ HDFC ବ୍ୟାଙ୍କ୍ ,କାହିଁକି ଜାଣନ୍ତୁ ?
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଶୁକ୍ରବାର, ମେ ୨୮ ରେ, HDFC ବ୍ୟାଙ୍କ ଲିମିଟେଡ୍ ଉପରେ ଧାରା ୧୦ (୨) ଏବଂ ବ୍ୟାଙ୍କିଙ୍ଗ୍ ରେଗୁଲେସନ୍ ଆକ୍ଟ, ୧୯୪୯ (ଆକ୍ଟ) ର ଧାରା ୮ ର ଉଲ୍ଲଂଘନ ପାଇଁ ୧୦ କୋଟି ଟଙ୍କା!-->!-->!-->!-->!-->…
ବଢିଲା ଘରୋଇ ବିମାନ ସେବା
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୯-୦୫-୨୦୨୧
ପୁଣି ମହଙ୍ଗା ହେବ ବିମାନ ଯାତ୍ରା । ଜୁନ୍ ପହିଲାରୁ ଘରୋଇ ବିମାନ ଭଡା କମ୍ ସୀମାକୁ ୧୩ରୁ ୧୬ ପ୍ରତିଶତକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ମାର୍ଚ୍ଚରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ!-->!-->!-->!-->!-->…