Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିଲେ ବିଜେଡି ଓ ବିଜେପି
ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିପୁଳ ଭୋଟ୍ ରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ମୁର୍ମୁଙ୍କ ବିଜୟ ଖୁସିରେ ଓଡ଼ିଶାରେ ଉଭୟ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପାରମ୍ପରିକ ନୃତ୍ୟ, ବାଜା-ବାଣ ଓ ମିଠା!-->…
ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ
ବିଭିନ୍ନ ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି। ଏନ୍ଏଚ୍ ୫୫ର ଦୁରାବସ୍ଥା ପ୍ରତିବାଦରେ ଜିଲ୍ଲା ଓକିଲ, ବଣିକ, ବସ୍-ଟ୍ରକ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ କଲେଜ ବାଇପାସ୍ ଓ କରିଆଁ ନିକଟରେ ଅଟକିଛି ଗାଡ଼ି ମୋଟର । ସହରରେ!-->…
ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା
ପ୍ରଥମଥର ପାଇଁ ୱାର୍ଲ୍ଡ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା। ଏହି ଇଭେଣ୍ଟର ପ୍ରଥମ ଉଦ୍ୟମରେ ହିଁ ନୀରଜ ୮୮.୩୯ ମିଟର ଦୂରତାକୁ ଜାଭେଲନି ଫିଙ୍ଗ ଫାଇନାଲରେ ପହଞ୍ଚିଛନ୍ତି। ତେବେ ଏଠାରେ ସୂଚନାଯୋଗ୍ୟ ଯେ ସେ ଅଲିମ୍ପିକ୍ସରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ନୀରଜ!-->…
ରାଜ୍ୟରେ ବ୍ୟାପକ ହୋଇଛି ଟିକାକରଣ: ବିଜୟ ପାଣିଗ୍ରାହୀ
ଟିକାକରଣକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଛି। କୋଭ୍ୟାକ୍ସିନ, କୋଭିସିଲଡ୍ ଓ କୋର୍ବେଭ୍ୟାକ୍ସ ଭଳି ୩ ପ୍ରକାର ଟିକା ଦିଆଯାଉଛି ।କୋଭ୍ୟାକ୍ସିନ ଓ କୋର୍ବେଭ୍ୟାକ୍ସ ଟିକା!-->…
ଆଜି ଠାରୁ ଭୁବନେଶ୍ୱରର ତିନୋଟି ମଲ୍ରେ ବୁଷ୍ଟର ଡୋଜ୍
ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ତିନୋଟି ମଲ୍ରେ ବିଏମ୍ସି ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ରୁଦ୍ରପୁର ସିମ୍ଫୋନି ମଲ୍, ପାତ୍ରପଡ଼ା ଡିଏନ୍-ରେଗାଲିଆ ଓ ରସୁଲଗଡ଼ ଏସ୍ପ୍ଲାନେଡ୍ ମଲ୍ରେ ଟୀକାକରଣ ପ୍ରକ୍ରିୟା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ!-->…
୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍ ଟାୱାର
ଗାଁରେ ଟେଲିଫୋନ୍ ଟାୱାର ନ ଥିବାରୁ ଗୃହରେ ଉଦ୍ବେଗ ପ୍ରକାଶ କଲେ ବିରୋଧୀ । ଅଧିକ ଟେଲିଫୋନ୍ ଟାୱାର ନିର୍ମାଣ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଦାବି । ୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍ ଟାୱାର । ୧୫୮ଟି ଟେଲିଫୋନ୍ ଟାୱାର ନିର୍ମାଣ ସରିଛି, ଯାହା ୧୦ଟି ଜିଲ୍ଲାରେ ସୀମିତ!-->…
ରାଷ୍ଟ୍ରପତି ନିର୍ବାଚନ : ଦ୍ରୌପଦୀ ମୁର୍ମୁଙ୍କ ଗାଁରେ ଚାଲିଛି ୫୦ କ୍ୱିଣ୍ଟାଲ ଲଡୁ ପ୍ରସ୍ତୁତି
ଆଜି ଦେଶକୁ ମିଳିବାକୁ ଯାଉଛି ନୂଆ ରାଷ୍ଟ୍ରପତି। ଭୋଟ ଗଣତି ଜାରି ରହିଛି । ତେବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ନିଶ୍ଚିତ । ଫଳାଫଳ ଆସିବା ପୂର୍ବରୁ ତାଙ୍କ ଗାଁ ରାଇରଙ୍ଗପୁରର ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ଦ୍ରୌପଦୀ ମୁର୍ମୁ ହେବେ!-->…
ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍
ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍। କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆ ଝିଅକୁ ବାହାହେବା ମୋହରେ ଫସିଗଲେ ଇଞ୍ଜିନିୟର୍ ଯୁବକ। ମାଟ୍ରିମୋନିରେ ସଂପୃକ୍ତ ଯୁବତୀ ନିଜକୁ ବାଲେଶ୍ୱରର ବୋଲି କହିଥିଲା। ଘର ବାଲେଶ୍ୱର, ନା ପ୍ରିୟା ଗୁପ୍ତା। କାଲିଫର୍ଣ୍ଣିଆରେ!-->…
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅନୁପସ୍ଥିତ ଥିଲେ ୪୪,୨୪୫ ଜଣ ଛାତ୍ରଛାତ୍ରୀ
ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୪,୨୪୫ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ। ଏ ନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତିଙ୍କ ପ୍ରଶ୍ନର ଉତ୍ତରରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି!-->…
ଏନକାଉଣ୍ଟରରେ ଟଳିଲେ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରି
ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକରିଙ୍କୁ ଏନକାଉଣ୍ଟର । ଆଜି ପଞ୍ଜାବର ଅମୃତସରର ଅଟାରୀ ନିକଟରେ ଏନ୍କାଉଣ୍ଟରରେ ମୁସେୱାଲାଙ୍କ ହତ୍ୟାରେ ସାମିଲ ଥିବା ଜଣେ ଗ୍ୟାଙ୍ଗଷ୍ଟର ପ୍ରାଣ ହରାଇଛି। ଆଉ ଜଣଙ୍କୁ ପୁଲିସ କାବୁ କରିଛି। ଅନ୍ୟପକ୍ଷରେ ଗ୍ୟାଙ୍ଗଷ୍ଟରଙ୍କ ଗୁଳିମାଡରେ ୩ ଜଣ ପୁଲିସ!-->…
