News portal website
before header
[URIS id=5393]

ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ

0 152

ବିଭିନ୍ନ ସଂଗଠନ ପକ୍ଷରୁ  ଆଜି ୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ କରାଯାଇଛି।  ଏନ୍ଏଚ୍ ୫୫ର ଦୁରାବସ୍ଥା ପ୍ରତିବାଦରେ ଜିଲ୍ଲା ଓକିଲ, ବଣିକ, ବସ୍-ଟ୍ରକ ମାଲିକ, ସାମ୍ବାଦିକ ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଛି। ଫଳରେ କଲେଜ ବାଇପାସ୍ ଓ କରିଆଁ  ନିକଟରେ ଅଟକିଛି ଗାଡ଼ି ମୋଟର । ସହରରେ ଦୋକାନ ବଜାର ବନ୍ଦ ସହ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। 

Leave A Reply

Your email address will not be published.