News portal website
before header
[URIS id=5393]

ରାଜ୍ୟରେ ବ୍ୟାପକ ହୋଇଛି ଟିକାକରଣ: ବିଜୟ ପାଣିଗ୍ରାହୀ

0 183

ଟିକାକରଣକୁ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ ପାଣିଗ୍ରାହୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ରାଜ୍ୟରେ ଟିକାକରଣକୁ ବ୍ୟାପକ କରାଯାଇଛି। କୋଭ୍ୟାକ୍ସିନ, କୋଭିସିଲଡ୍‌ ଓ କୋର୍ବେଭ୍ୟାକ୍ସ ଭଳି ୩ ପ୍ରକାର ଟିକା ଦିଆଯାଉଛି ।କୋଭ୍ୟାକ୍ସିନ ଓ କୋର୍ବେଭ୍ୟାକ୍ସ ଟିକା ପର୍ଯ୍ୟାପ୍ତ ପରିମାଣର ଥିବା ବେଳେ କୋଭିସିଲଡ୍‌ ଟିକାର ଅଭାବ ରହିଛି । ରାଜ୍ୟରେ ଗତକାଲି ସୁଦ୍ଧା ମାତ୍ର ୬୦ ହଜାର କୋଭିସିଲଡ୍‌ ଡୋଜ ଟିକା ଥିଲା। ଆଜି ରାତି ସୁଦ୍ଧା ସବୁ ଜିଲ୍ଲାରେ କୋଲ୍ଡ୍‌ ଚେନ ଜରିଆରେ ଟିକା ପହଞ୍ଚିବ ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଠାରୁ ସବୁ କେନ୍ଦ୍ରରେ ସ୍ବାଭାବିକ ହେବ ଟିକାକରଣ ।

Notice
Leave A Reply

Your email address will not be published.