News portal website
before header
[URIS id=5393]

୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର

0 155

ଗାଁରେ ଟେଲିଫୋନ୍‌ ଟାୱାର ନ ଥିବାରୁ ଗୃହରେ ଉଦ୍‌ବେଗ ପ୍ରକାଶ କଲେ ବିରୋଧୀ । ଅଧିକ ଟେଲିଫୋନ୍‌ ଟାୱାର ନିର୍ମାଣ ନେଇ ଉଭୟ ଶାସକ ଓ ବିରୋଧୀ ସଦସ୍ୟଙ୍କ ଦାବି । ୩୦୯୩ ଗାଁରେ ନିର୍ମାଣ ହେବ ୪୯୩ ଟେଲିଫୋନ୍‌ ଟାୱାର । ୧୫୮ଟି ଟେଲିଫୋନ୍‌ ଟାୱାର ନିର୍ମାଣ ସରିଛି, ଯାହା ୧୦ଟି ଜିଲ୍ଲାରେ ସୀମିତ ଅଛି ବୋଲି ବିଭାଗୟୀ ମନ୍ତ୍ରୀ ତୁଷାରକାନ୍ତି ବେହେରା। 

Leave A Reply

Your email address will not be published.