Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ନୂଆ ଅବକାରୀ ନୀତିର ତଦନ୍ତ କରିବ ସିବିଆଇ!
ଦିଲ୍ଲୀର ଆମ ଆଦ୍ମୀ ପାର୍ଟି ସରକାର ଓ ଉପ ରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ମଧ୍ୟରେ ପୁଣି ଥରେ ବିବାଦ ସୃଷ୍ଟି ହୋଇଛି। ନୂଆ ଅବକାରୀ ନୀତିରେ ହେରଫେର ହୋଇଥିବା ସନ୍ଦେହ କରି ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ଏଲଜି ଏବଂ କେଜରିୱାଲ। ଉପ ରାଜ୍ୟପାଳ ସକ୍ସେନା ଏବେ ନୂଆ ଅବକାରୀ ନୀତିଧ!-->…
ଗ୍ୟାସ୍ ସିଲିଣ୍ଡର ଫାଟି ୨ ଜଣ ଆହତ
ବ୍ରହ୍ମପୁର: ଗ୍ୟାସ୍ ସିଲିଣ୍ଡର ଫାଟି ଭୁଶୁଡ଼ିଲା ଘରର କାନ୍ଥ ଓ ଛାତ। ଏହି ଦୁର୍ଘଟଣାରେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଗୋପାଳପୁର ଥାନା ରାମଚନ୍ଦ୍ରପୁର ଗାଁରେ ଗ୍ୟାସ୍ ଲିକ୍ରୁ ଏଭଳି ଏକ ଅଘଟଣ ଘଟିଛି। ଘରେ ୫୦ରୁ ଊର୍ଦ୍ଧ୍ୱ କମର୍ସିଆଲ୍ ସିଲିଣ୍ଡର ଥିଲା। ତେବେ ଗ୍ଯାସ୍ ଲିକ୍ ପରେ!-->…
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାବାସୀଙ୍କ ତରଫରୁ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ। ତାଙ୍କ ସଫଳତା ପାଇଁ ଓଡ଼ିଶାବାସୀ ଗର୍ବିତ କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ଏଠାରେ ସୂଚନାଯୋଗ୍ୟ ଯେ !-->…
‘ମୋ ବସ୍’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ
କୋଣାର୍କ-ଭୂବନେଶ୍ୱର ରୁଟ୍ରେ ଚାଲୁଥିବା ‘ମୋ ବସ୍’ ସେବାକୁ ବିରୋଧ କରି ଘରୋଇ ବସ୍ ସେବା ବନ୍ଦ ।ଫଳରେ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିମପାଡା-କୋଣାର୍କ ଘରୋଇ ବସ୍ ମାଲିକ ସଂଘ ଆସୋସିଏସନ ଏହି ଅଞ୍ଚଳରେ ମୋ ବସ୍ ସେବାକୁ ବିରୋଧ କରିବା ପରେ!-->…
ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ
୪ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୨୩ରୁ ୨୬ ତାରିଖ ଯାଏଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ। ୨୫ରେ ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ସହିତ ଅନ୍ୟ!-->…
ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର
ରାଜଗାଙ୍ଗପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆୟୁଷ ଡାକ୍ତର। ଏହି ଘଟଣା ହେଉଛି କୁତ୍ରା ଥାନା ଗହୀରବାହାଲର, ଏଠାକାର PHC ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଲାଞ୍ଚ ନେବାବେଳେ ଡାକ୍ତର ବାବୁଙ୍କୁ ଧରିଲା ଭିଜିଲାନ୍ସ। ଡାକ୍ତରଙ୍କ କ୍ଲିନିକ ସମେତ କୁତ୍ରା ବାସଭବନରେ!-->…
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ରେଜଲ୍ଟ
ପ୍ରକାଶ ପାଇଲା ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ । ଚଳିତ ବର୍ଷ ପାସ୍ ହାର ୯୨.୭୧ ପ୍ରତିଶତ। ତେବେ ଛାତ୍ରଛାତ୍ରୀମାନେ ସିବିଏସଇ ଅଫିସିଆଲ ୱେବସାଇଟରେ ପରୀକ୍ଷା ଫଳ ସୂଚନା ପାଇପାରିବେ । ଏଥର ଦ୍ୱାଦଶରେ ୧୪ ଲକ୍ଷ ୩୫ ହଜାର ୩୬୬ ଜଣ ପରୀକ୍ଷା ଦେଇଛନ୍ତି ।cbse.nic.in ୱେବସାଇଟରେ ରେଜଲ୍ଟ!-->…
ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା
ରାଜ୍ୟରେ ପୁଣି ବର୍ଷାର ପରିମାଣ ବୃଦ୍ଧି ପାଇବ । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି ଫଳରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ ଜାରି!-->…
ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
ପୁଣି ରାଜ୍ୟରେ ୧୧ଶହ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୧୭୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ସଙ୍ଗରୋଧରୁ ୬୯୦, ସ୍ଥାନୀୟ ସଂକ୍ରମିତ ୪୮୮ ଚିହ୍ନଟ । ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୧୪୬ ଜଣ ଚିହ୍ନଟ ହୋଇଛନ୍ତି । ତେବେ ଖୋର୍ଦ୍ଧାରୁ!-->…
ଆଜି ପ୍ରକାଶ ପାଇବ CBSE ଦଶମ, ଦ୍ବାଦଶ ପରୀକ୍ଷା ଫଳ
ଚଳିତବର୍ଷ ସାରା ଦେଶରୁ ୩୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି।ଓଡ଼ିଶାରୁ ୩୦ରୁ ୪୦ ହଜାର ପିଲା ପରୀକ୍ଷା ଦେଇଛନ୍ତି । ଏଥର ଦ୍ବାଦଶରେ ଟର୍ମ-୧ ଓ ୨ ପରୀକ୍ଷା ହୋଇଥିଲା।
