News portal website
before header
[URIS id=5393]

ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍

0 216

ଓଡ଼ିଆ ମାଟ୍ରିମୋନିରେ ଜୀବନସାଥୀ ଖୋଜି ଫସିଗଲେ IT ଇଞ୍ଜିନିୟର୍। କାଲିଫର୍ଣ୍ଣିଆରେ ରହୁଥିବା ଓଡ଼ିଆ ଝିଅକୁ ବାହାହେବା ମୋହରେ ଫସିଗଲେ ଇଞ୍ଜିନିୟର୍ ଯୁବକ।  ମାଟ୍ରିମୋନିରେ ସଂପୃକ୍ତ ଯୁବତୀ ନିଜକୁ ବାଲେଶ୍ୱରର ବୋଲି କହିଥିଲା। ଘର ବାଲେଶ୍ୱର, ନା ପ୍ରିୟା ଗୁପ୍ତା। କାଲିଫର୍ଣ୍ଣିଆରେ ଡାକ୍ତରୀ ପଢୁଥିବା କହିଥିଲା। ଦିଲ୍ଲୀ ଏୟାରପୋର୍ଟରେ ୭୦ ହଜାର ଡଲାର ସହ ଧରାପଡ଼ିଥିବା କହିଥିଲା। ୭୦ ହଜାର ଡଲାର ରିଲିଜ୍ ପାଇଁ ୨୪ ଲକ୍ଷ ଜମା ଦେବାକୁ କହିଥିଲା ଯୁବତୀ। ୨୪ ଲକ୍ଷ ଦେବା ପରେ ଠକେଇର ଶିକାର ହୋଇଥିବା ଜାଣିଥିଲେ ଯୁବକ।

Notice
Leave A Reply

Your email address will not be published.