News portal website
before header
[URIS id=5393]

ଆଜି ଠାରୁ ଭୁବନେଶ୍ୱରର ତିନୋଟି ମଲ୍‌ରେ ବୁଷ୍ଟର ଡୋଜ୍‌

0 143

ଆଜିଠାରୁ ରାଜଧାନୀ ଭୁବନେଶ୍ୱରର ତିନୋଟି ମଲ୍‌ରେ ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଛି କୋଭିଡ ଟୀକାକରଣ । ରୁଦ୍ରପୁର ସିମ୍ଫୋନି ମଲ୍‌, ପାତ୍ରପଡ଼ା ଡିଏନ୍‌-ରେଗାଲିଆ ଓ ରସୁଲଗଡ଼ ଏସ୍‌ପ୍ଲାନେଡ୍‌ ମଲ୍‌ରେ ଟୀକାକରଣ ପ୍ରକ୍ରିୟା ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା। ତେବେ ସୂଚନା ମୁତାବକ ୨୪ଟି ଜାଗାରେ ଏହି ବୁଷ୍ଟର ଡୋଜ୍‌ ଉପଲବ୍ଧ ହେବ । ସେଥିରୁ ୨୩ଟି କେନ୍ଦ୍ରରେ କୋଭାକ୍ସିନ୍‌ ବ୍ୟବସ୍ଥା ଥିବାବେଳେ ଗୋଟିଏ କେନ୍ଦ୍ର(ୟୁନିଟ୍‌-୯ ୟୁପିଏଚ୍‌ସି)ରେ କୋଭିସିଲ୍ଡ ବ୍ୟବସ୍ଥା ରହିଛି ।  

Leave A Reply

Your email address will not be published.