Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
“ଇନଷ୍ଚାଗ୍ରାମର” ଇନଷ୍ଟାଣ୍ଟ ଇଫେକ୍ଟ-୧୨ ବର୍ଷର ନାବାଳିକା ଘରୁ ଫେରାର
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଯୁବପିଢ଼ିଙ୍କୁ ନଷ୍ଟ କରିବାର ବାଟ ଦେଖାଉଛି ସୋସିଆଲ ମିଡିଆ । ଇନଷ୍ଟଗ୍ରାମରେ ଫ୍ରେଣ୍ଡସିପ କରି ଘରୁ ଖସି ପଳାଇଲା ୧୨ ବର୍ଷୀୟ ଛାତ୍ରୀ। ତେବେ ଆଶ୍ବସ୍ତିର କଥା ହେଉଛି ଯେ ଘରୁ ଆସିବାର ୧୦ ଘଣ୍ଟା ଭିତରେ ପୋଲିସ ସମ୍ପୃକ୍ତ ଛାତ୍ରୀଙ୍କୁ!-->!-->!-->!-->!-->…
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଅଣଦେଖା । ଏହାରି ପ୍ରତିବାଦରେ ଝାଡ଼ଖଣ୍ଡରେ ଓଡ଼ିଆ ଭାଷାଭାଷୀଙ୍କ ପକ୍ଷରୁ ଆନ୍ଦୋଳନ ଓ ଦାବି ପ୍ରତି ଦିଆଯାଇଛି । ଷଢ଼େଇକଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣା ସହିତ ବିକ୍ଷୋଭ!-->!-->!-->!-->!-->!-->!-->…
ଆତ୍ମସମର୍ପଣ କଲେ ୨୪ ମାଓବାଦୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଦୁର୍ବଳ ହେଉଛି ମାଓବାଦୀଙ୍କ ଗଡ ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ୨୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେଥି ମଧ୍ୟରୁ ୭ ଜଣ ମହିଳା ମାଓବାଦୀ ରହିଥିବା ବେଳେ କିସ୍ତାରାମ ଠାରେ ଥିବା ସିଆରପିଏଫର ୨୧୨କୋବ୍ରା!-->!-->!-->!-->!-->…
ଯୁବକଙ୍କ ଗଳା କାଟି ହତ୍ୟା !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଯୁବକଙ୍କ ଗଳା କାଟି ହତ୍ୟା ଅଭିଯୋଗ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଅମ୍ବାପାଲି ଖେଳପଡ଼ିଆରୁ । ସେଠାରେ ଜଣେ ଯୁବକଙ୍କ ମୃତଦେହ ଠାବ ହୋଇଛି। ସୂଚନା ମୁତାବକ ମୃତ ଯୁବକ ଜଣଙ୍କ ନାଁ ହେଉଛି ମହମ୍ମଦ!-->!-->!-->!-->!-->!-->!-->…
ଟୀକାକରଣ କ୍ଷେତ୍ରରେ ଆଉ ଏକ ସଫଳତା : ଓଡ଼ିଶାରେ ୩ କୋଟି ଡୋଜରୁ ଅଧିକ କୋଭିଡ୍ ଟିକାକରଣ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
କୋଭିଡ୍ ଟିକାକରଣ କ୍ଷେତ୍ରରେ ଓଡ଼ିଶା ହାସଲ କଲା ଆଉ ଏକ ମାଇଲଷ୍ଟୋନ୍ । ଏଯାବତ୍ ରାଜ୍ୟରେ ୩ କୋଟି ଡୋଜରୁ ଅଧିକ କରୋନା ଟିକାକରଣ ଶେଷ ହୋଇଛି । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।!-->!-->!-->!-->!-->!-->!-->…
ପୁଣି ଥରେ ଆନ୍ଧ୍ରର ହୀନ ଚକ୍ରାନ୍ତ , ଓଡ଼ିଆ ଫଳକକୁ ଲିଭାଇଲେ, ଲଗାଇଲେ ତେଲଗୁ ଫଳକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଜିଲ୍ଲା ପ୍ରଶାସନ ବାତ୍ୟା ମୁକାବିଲାରେ ବ୍ୟସ୍ତ ଥିବାବେଳେ ଆନ୍ଧ୍ରପ୍ରଦେଶ ଏହାର ଫାଇଦା ଉଠାଉଛି। କୋଟିଆରେ ପୁଣି ଥରେ ହୀନ ଚକ୍ରାନ୍ତ କରିଛି ଆନ୍ଧ୍ରପ୍ରଦେଶ ପ୍ରଶାସନ। ଏଥର ଭାଷା ଭିତ୍ତିକ କାର୍ଡ ଖେଳିଛି ଆନ୍ଧ୍ର । କୋଟିଆ ପଞ୍ଚାୟତରେ!-->!-->!-->!-->!-->…
ଅକ୍ଟୋବର ୩୧ ଯାଏ ବଢ଼ିଲା କୋଭିଡ୍ ଗାଇଡଲାଇନ୍ ଅବଧି
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ବର୍ତ୍ତମାନ ସମଗ୍ର ଦେଶରେ ପାର୍ବଣ ଋତୁ ଚାଲିଥିବା କାରଣରୁ ଦେଶବ୍ୟାପୀ ଅକ୍ଟୋବର ୩୧ ଯାଏ କେନ୍ଦ୍ର ସରକାର କୋଭିଡ୍ ଗାଇଡଲାଇନ ଅବଧିକୁ ବୃଦ୍ଧି କରାଇଛନ୍ତି। ତେବେ ଦେଶରେ ମୋଟ୍ ସଂକ୍ରମଣ ହାର ହ୍ରାସ ପାଉଥିଲେ ମଧ୍ୟ କେରଳ, ମହାରାଷ୍ଟ୍ର ଓ!-->!-->!-->!-->!-->…
ଦୂର୍ଗାପୂଜା ପୂଜା ଚାନ୍ଦା ମାଗି ୨ ଗିରଫ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଦୂର୍ଗାପୂଜା ଚାନ୍ଦା ମାଗି ଦୁଇ ଗିରଫ। ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ମାଲଗୋଦାମ ପୁଲିସ୍। ସୂଚନା ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ନାଁ ହେଉଛି ଶରତ!-->!-->!-->!-->!-->!-->!-->…
୪ରେ ଗଜପତି, ୮ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୪ ତାରିଖରେ ଗଜପତି ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସାଙ୍ଗକୁ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ କରିବେ।!-->!-->!-->!-->!-->…
ଅସୁସ୍ଥ ଝିଅକୁ ରକ୍ତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ମାନବିକତା । କୋଟପାଡ଼ ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରକ୍ତ ଆବଶ୍ୟକ କରୁଥିବା ଜଣେ ଅସୁସ୍ଥ ଝଅକୁ ରକ୍ତ ଦାନ କରି ପ୍ରଶଂସା!-->!-->!-->!-->!-->!-->!-->…
