News portal website
before header
[URIS id=5393]

ଭାଜପା ଛାଡିଲେ ସିମନ୍ତିନି ଜେନା !

0 277

ଅଷ୍ଟିନ ନ୍ୟୁଜ/ବଡଚଣା

Notice

ତା-୦୨-ମଇ-୨୦୨୪

ବଡଚଣା ବିଜେପି ଦଳରୁ ଇସ୍ତଫା ଦେଲେ ବିଜେପି ନେତ୍ରୀ ସିମନ୍ତିନି ଜେନା।ଇସ୍ତଫା ପତ୍ର ଅଷ୍ଟିନ ନ୍ୟୁଜ ହାତରେ ଲାଗି ରହିଥିବା ବେଳେ, ସାଧାରଣ ନିର୍ବାଚନ ପୂର୍ବରୁ ଇସ୍ତଫା ଦେବା,ତାଙ୍କର ଅନ୍ୟ ଦଳକୁ ଯାଇ ମିଶିବାରେ ଯୋଜନା ଥିବାର ଅନୁମାନ କରାଯାଉଛି।

Leave A Reply

Your email address will not be published.