Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
ପ୍ରକାଶ ପାଇଲା ଓଜେଇଇ ରେଜଲ୍ଟ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ପ୍ରକାଶ ପାଇଲା OJEE ରେଜଲ୍ଟ। ଚଳିତ ଥର ମୋଟ ୪୯,୨୭୯ ଜଣଙ୍କୁ ରାଙ୍କ ମିଳିଛି। ତେବେ ଚଳିତ ଥର କରୋନା କଟକଣା ଭିତରେ ୪୯,୩୬୦ ପରୀକ୍ଷାର୍ଥୀ ଓଜେଇଇ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୪୯,୨୭୯ ଜଣଙ୍କୁ ରାଙ୍କ ପାଇଛନ୍ତି।!-->!-->!-->!-->!-->…
ଲଟେରୀ ବ୍ୟବସ୍ଥାରେ ମଦ ଦୋକାନ ଅନୁମତିକୁ ହାଇକୋର୍ଟଙ୍କ କାଏମ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନ ମାମଲାର ଶୁଣାଣି କରିଛନ୍ତି ଉଚ୍ଚ ନ୍ୟାୟାଳୟ । ଉଚ୍ଚନ୍ୟାୟାଳୟ ମଦ ବ୍ୟବସାୟୀଙ୍କ ଆବେଦନକୁ ଖାରଜ କରିଛନ୍ତି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଲଟେରି ମାଧ୍ୟମରେ ମଦ କାଉଣ୍ଟର ବଣ୍ଟନର!-->!-->!-->!-->!-->…
କଂଗ୍ରେସ ଦଳ ମୁରବୀଶୂନ୍ୟ : କପିଲ ଶିବଲ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
କଂଗ୍ରେସ କନ୍ଦଳ ଦିନକୁ ଦିନ ଉଗ୍ର ରୂପ ନେଉଛି। ତଥାକଥିତ ଜି-23 ଦଳର ନେତା କପିଲ ଶିବଲଙ୍କ ବିସ୍ଫୋରକ ବୟାନ। ଶିବଲ କହିଛନ୍ତି ଯେ, କଂଗ୍ରେସରେ କେହି ସଭାପତି ନାହାନ୍ତି, କିଏ ନିଷ୍ପତ୍ତି ନେଉଛି କିଛି ଜଣାପଡୁନି । ଦଳ ଭିତରେ ଆଲୋଚନା!-->!-->!-->!-->!-->…
ଝାଡ଼ଖଣ୍ଡରୁ ଓଡ଼ିଆ ଭାଷା ଉଚ୍ଛେଦ ଅଗଣତାନ୍ତ୍ରିକ ନିଷ୍ପତ୍ତି : ପ୍ରଦୀପ୍ତ ନାଏକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷାରୁ ପ୍ରତ୍ୟାହାରକୁ ନେଇ ରାଜ୍ୟ ରାଜନୀତି ସରଗରମ । ବିଜେପି ବିଧାୟକ ତଥା ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏ ନେଇ ରାଜ୍ୟ ସରକାରଙ୍କୁ କାଠ ଗଡାରେ ଛିଡା କରିଛନ୍ତି। ପ୍ରଦୀପ୍ତ ଟ୍ବିଟ୍!-->!-->!-->!-->!-->…
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କୌଶଳ ଶିଖାଇବ ଓଡିଶା
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲାରେ ଓଡିଶାର ବହୁତ ଅଭିଜ୍ଞତା ରହିଛି। ଏହି କୌଶଳ ଏବେ ଅନ୍ୟ ରାଜ୍ୟକୁ ଶିଖାଇବ ଓଡିଶା। ଏ ନେଇ ଭୁବନେଶ୍ବରରେ ଆରମ୍ଭ ହୋଇଛି ତାଲିମ ଶିବିର । ଏହି ତାଲିମ ଶିବିରରେ ୯ ଟି ରାଜ୍ୟ ଓ ୪ ଟି କେନ୍ଦ୍ର!-->!-->!-->!-->!-->…
ଦାନ୍ତ ଉଠୁନଥିବାରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଲେ ଭାଇ ଭଉଣୀ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ସୋସିଆଲ ମିଡିଆରେ ଭାଇରାଲ ହେଉଛି ଆସାମର ଦୁଇ ଭାଇ ଭଉଣୀଙ୍କ ଚିଠି। ଦାନ୍ତ ଉଠୁ ନଥିବାରୁ ଭାଇ ଭଉଣୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚିଠି ଲେଖିଛନ୍ତି। ସେ ତାଙ୍କ ଚିଠିରେ ଉଲ୍ଲେଖ!-->!-->!-->!-->!-->…
ଡିଆରଡିଓ ତଥ୍ୟ ଲିକ୍ ମାମଲା : କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ରହସ୍ୟମୟୀ ମହିଳାଙ୍କ ଫଟୋ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେବାରେ ଲାଗିଛି। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ କ୍ରାଇମବ୍ରାଞ୍ଚ ଚାନ୍ଦିପୁର ଡିଆର୍ଡିଓରୁ ଗୁପ୍ତ ତଥ୍ୟ!-->!-->!-->!-->!-->!-->!-->…
ବିମାନ ଚଳାଚଳ ପାଇଁ ଭାରତକୁ ଅନୁରୋଧ କଲା ତାଲିବାନ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଆଫଗାନିସ୍ତାନରେ ଏବେ ତାଲିବାନ ଶାସନ। ଅକଥନୀୟ ଅତ୍ୟାଚାର ସାଙ୍ଗକୁ ସରିଆ ଲ, ଏସବକୁ ଦେଖି ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡ଼ି ପଳାୟନ କଲେ। ଆମେରିକା ସେନା ଆଫଗାନିସ୍ଥାନ ଛିଡା ଚାଲିଯିବା ପରେ ଆନ୍ତର୍ଜାତୀୟ ବିମାନ ସେବା ସ୍ବାଭାବିକ!-->!-->!-->!-->!-->…
ଘୁଞ୍ଚିଲା ଉପନିର୍ବାଚନ ତାରିଖ !
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ଅକ୍ଟୋବର ୩୦ରେ ଉପନିର୍ବାଚନ ନେଇ ଘୋଷଣା କଲେ ନିର୍ବାଚନ କମିଶନର । ତେବେ ସମ୍ପ୍ରତି ଦେଖାଦେଇଥିବା କୋରୋନା, ଗୁଲାବ ବାତ୍ୟା, ଏବଂ ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ନିର୍ବାଚନ ତାରିଖ ରଦ୍ଦ କରାଯାଇଥିବା ନେଇ ସୂଚନା ଦେଇଛନ୍ତି!-->!-->!-->!-->!-->!-->!-->…
ବଳଙ୍ଗା ଥାନା ବିସ୍ଫୋରଣ ମାମଲା : ନିଲମ୍ବିତ ହେଲେ SI ତଅପୋଇ ନାୟକ
ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର
ତା-୨୯-୦୯-୨୦୨୧
ବହୁ ଚର୍ଚ୍ଚିତ ପୁରୀ ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । କାର୍ଯ୍ୟରେ ଅବହେଳା ଦର୍ଶାଇ ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । ତେବେ ଏଠାରେ ସୂଚନାଯୋଗ୍ୟ ଯେ, SI ତଅପୋଇ ନାୟକ!-->!-->!-->!-->!-->!-->!-->…
