News portal website
before header
[URIS id=5393]

ଅସୁସ୍ଥ ଝିଅକୁ ରକ୍ତଦାନ କଲେ ମନ୍ତ୍ରୀ ପଦ୍ମିନୀ ଦିଆନ

0 146

Notice

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତା-୨୯-୦୯-୨୦୨୧

ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ମାନବିକତା  । କୋଟପାଡ଼ ବିଧାୟିକା ତଥା ଓଡ଼ିଶାର ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ରକ୍ତ ଆବଶ୍ୟକ କରୁଥିବା  ଜଣେ ଅସୁସ୍ଥ ଝଅକୁ  ରକ୍ତ ଦାନ କରି ପ୍ରଶଂସା ସାଉଁଟିଛନ୍ତି। 

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ଗୁରୁତର ଅବସ୍ଥାରେ ଜଣେ ଝିଅ ଚିକିତ୍ସିତ ହେଉଥିବା ମେଡ଼ିକାଲରେ ପହଞ୍ଚିଥିଲେ। ଏହା ପରେ ରୋଗୀଙ୍କ ସମ୍ପର୍କୀୟଙ୍କ ସହ ଆଲୋଚନା  କରିଥିଲେ।  ଏହାପରେ ଡାକ୍ତର କହିଥିଲେ ଯେ, ଗୁରୁତର ଅସୁସ୍ଥ ଥିବା ଝିଅକୁ ରକ୍ତର ଆବଶ୍ୟକ ରହିଛି । ମନ୍ତ୍ରୀ ସେଠାରୁ ରକ୍ତ ଦାନ କରିବାକୁ ନିଜେ ପ୍ରସ୍ତୁତ ବୋଲି  କହିଥିଲେ। ଏହା ପରେ ରକ୍ତ ଦାନ କରିଥିଲେ। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

Leave A Reply

Your email address will not be published.