News portal website
before header

“ତେଜସ” ନିର୍ମାଣରେ ଓଡ଼ିଆ ପୁଅ !

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ସାମରିକ କ୍ଷେତ୍ରରେ ଭାରତ ଦିନକୁ ଦିନ ନିଜର ଶକ୍ତି ବୃଦ୍ଧି କରୁଛି। ଏହା ମଧ୍ୟରେ ଭାରତ ସରକାର ସ୍ବଦେଶୀ 83ଟି ତେଜସ୍ ଏୟାରକ୍ରାଫ୍ଟ କିଣିଛନ୍ତି । କେନ୍ଦ୍ର ସରକାର ପ୍ରାୟ 48,000 କୋଟି ଟଙ୍କା ବ୍ୟୟରେ ହିନ୍ଦୁସ୍ତାନ ଏରୋନେଟିକ୍ସ…

ପିପିଲି ଉପ-ନିର୍ବାଚନ ପାଇଁ ଏକ୍‌ଜିଟ୍‌ ପୋଲ୍ ଉପରେ ନିଷେଧାଦେଶ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଉପ ନିର୍ବାଚନ ପରିପ୍ରେକ୍ଷୀରେ ଏକ୍‌ଜିଟ୍ ପୋଲ୍‌କୁ ନିଷିଦ୍ଧ କରାଯାଇଛି। କୌଣସି ସମ୍ବାଦପତ୍ର, ଗଣମାଧ୍ୟମ, ନ୍ୟୁଜ୍ ବ୍ୟୁରୋ, ରେଡିଓ ଏବଂ ଟିଭି ଚାନେଲ ଏକ୍‌ଜିଟ୍ ପୋଲ୍ ପ୍ରକାଶ ଓ…

ଭୁବନେଶ୍ୱର କ୍ଲବ ନିର୍ବାଚନରେ ବାଜି ମାରିଲେ ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଭୁବନେଶ୍ୱର କ୍ଲବର ନିର୍ବାଚନ ଶେଷ ହୋଇଛି । ଏହି ହାଇଭୋଲଟେଜ୍ ମ୍ଯାଚରେ ବାଜି ମାରିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସେ ଭୁବନେଶ୍ୱର କ୍ଲବର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେ ଅନ୍ୟତମ ପୂର୍ବତନ…

ଲାଞ୍ଚୁଆ ସାବଧାନ : ଅଭିଯୋଗକରୀଙ୍କ ପାଇଁ ଭିଜିଲାନ୍ସ ମୁଖ୍ଯାଳୟ ଜାରି କଲା ସ୍ବତନ୍ତ୍ର ନମ୍ବର

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଏଣିକି ସରକାରୀ କାମରେ ଲାଞ୍ଚ ମାଗୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଆସିଗଲା ଖରାପ ସମୟ । ଯଦି କୌଣସି ସରକାରୀ କର୍ମଚାରୀ ଲାଞ୍ଚ ମାଗନ୍ତି ତେବେ ସିଧାସଳଖ ଭିଜିଲାନ୍ସ ମୁଖ୍ଯାଳୟକୁ ଜଣାଇବାକୁ  ଅନୁରୋଧ କରାଯାଇଛି। ଏ ନେଇ…

ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ନୂଆ ଖୁଲାସା : ମୋବାଇଲ୍ ହ୍ୟାକ୍ କରି ଗୁପ୍ତ ତଥ୍ୟ ହାସଲ କରୁଥିଲା ରହସ୍ୟମୟୀ ମହିଳା

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଡିଆର୍‌ଡିଓରୁ ଗୁପ୍ତ ତଥ୍ୟ ଲିକ୍ ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି। କ୍ରାଇମବ୍ରାଞ୍ଚ ସୂତ୍ରରୁ ରହସ୍ୟମୟୀ ମହିଳା କିପରି ଡିଆରଡିଓ ତଥ୍ୟ ହାସଲ କରୁଥିଲା ସେ ନେଇ ସୂଚନା ମିଳିଛି। କ୍ରାଇମବ୍ରାଞ୍ଚ ପକ୍ଷରୁ ମିଳିଥିବା…

ତାଲିବାନୀ ଶାସନ : ଏଣିକି ଦାଢ଼ି କାଟିଲେ ମିଳିବ ଶରିଆ ଦଣ୍ଡ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଆଫଗାନିସ୍ତାରେ ତାଲିବାନ ଶାସନ ଫେରିବା ପରେ ତାଲିବାନୀ ଏହାର ଅସଲ ଚେହେରା ଦେଖାଦେଇଛି । ଆଫଗାନିସ୍ତାନରେ ତାଲିବାନ୍ ସତ୍ତାକୁ ଆସିବା ପରେ ସରିଆ ଲ' ଲାଗୁ ହୋଇଛି। ସରିଆ ଲ' ଲାଗୁ ହେବା ପରେ ସେଲୁନ୍ ଆଗରେ କଡା ନିୟମ ଲେଖାଥିବା…

କଂଗ୍ରେସ ନେତା ଦିଗ୍‌ବିଜୟଙ୍କ ବିବାଦୀୟ ବୟାନ : କହିଲେ, ” ପିଲାଙ୍କ ମନରେ ଘୃଣାଭାବ ଭରୁଛି ସରସ୍ୱତୀ ଶିଶୁ…

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ପୁଣି ଥରେ ବିବାଦୀୟ ବୟାନ ଦେଇ ବିବାଦ ଘେରରେ କଂଗ୍ରେସର ବରିଷ୍ଠ ନେତା ଦିଗ୍‌ବିଜୟ ସିଂ। ବିଜେପି ଓ ଆରଏସଏସକୁ ଟାର୍ଗେଟ କରିବା ସଙ୍ଗେ ସଙ୍ଗେ ଏବେ ସରସ୍ୱତୀ ଶିଶୁ ମନ୍ଦିରର ପାଠପଢାକୁ ନେଇ ଦେଇଛନ୍ତି ବିବାଦୀୟ ବୟାନ।…

ବାତ୍ୟା ‘ଗୁଲାବ’ ପ୍ରଭାବରେ ଓଡ଼ିଶାରେ ସେତେଟା କ୍ଷୟକ୍ଷତି ହୋଇ ନାହିଁ : ଏସ୍‌ଆରସି

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଓଡ଼ିଶାରେ ବାତ୍ୟା ‘ଗୁଲାବ’ ସେଭଳି କୌଣସି ବଡ ପ୍ରଭାବ ପଡ଼ି ନାହିଁ। ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର (ଏସ୍‌ଆରସି) ପ୍ରଦୀପ ଜେନା । ସେ କହିଛନ୍ତି ଯେ, ବାତ୍ୟା ‘ଗୁଲାବ’…

ମହିଳା ଅଧିକାରୀଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ମହିଳା ଅଧିକାରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ ହେଲେ ବାୟୁସେନା ଅଧିକାରୀ। ଜଣେ ୨୯ ବର୍ଷୀୟ ମହିଳା ଅଧିକାରୀଙ୍କ ସହ ସେ ଦୁଷ୍କର୍ମ କରିଥିବା ନେଇ ବାୟୁସେନା ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏଭଳି ଏକ ଘଟଣା…

ରଘୁନାଥପୁର ନିକଟରୁ ମିଳିଲା ନିଖୋଜ ବିଜେବି କଲେଜ କର୍ମଚାରୀ ଦେବାଶିଷ ଦାସଙ୍କ ମୃତଦେହ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୭-୦୯-୨୦୨୧ ଭୁବନେଶ୍ବର ବିଜେବି କଲେଜ ଲାବୋରେଟୋରି ଟେକ୍‌ନିସିଆନ୍‌ ଭାବେ କାର୍ଯ୍ୟରତ ଥିବା ଡକ୍ଟର ଦେବାଶିଷ ଦାସ ରବିବାର ଦିନ ଜଗତପୁରଠାରେ ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବର୍ତ୍ତମାନ ତାଙ୍କର ମୃତଦେହ ମିଳିଛି । ରଘୁନାଥପୁର…