News portal website
before header
[URIS id=5393]

ବଦଳିଲେ ଯାଜପୁର ଜିଲ୍ଲାପାଳ!

0 458

ଅଷ୍ଟିନ ନ୍ୟୁଜ/ଭୁବନେଶ୍ୱର

ତା-୦୩-ଅପ୍ରେଲ-୨୦୨୪

ବଦଳିଲେ ଯାଜପୁର ଜିଲ୍ଲାପାଳ।ନିକଟରେ ସୁନ୍ଦରଗଡ଼ ଜିଲ୍ଲାରୁ ବଦଳି ହୋଇ ଯାଜପୁରରେ ନୂତନ ଭାବେ ଯୋଗ ଦେଇଥିବା ଶୁଭଙ୍କର ମହାପାତ୍ରଙ୍କ ଆଜି ସନ୍ଧ୍ୟାରେ ବଦଳି ହୋଇଛି।ତାଙ୍କ ସ୍ଥାନରେ ଗ୍ରାମ୍ୟଞ୍ଚାଳ ଉର୍ଣ୍ଣତିକରଣ ନିର୍ଦ୍ଦେଶକ ନିଖିଳ ପୱନ କଲ୍ୟାଣ ହେଲେ ଯାଜପୁରର ନବ ନିଯୁକ୍ତ ଜିଲ୍ଲାପାଳ।ଏନେଇ ବିଧିବଦ୍ଧ ଭାବେ ସାଧାରଣ ବିଭାଗରୁ ନିର୍ଦ୍ଦେଶ ଜାରି ହେଇଛି।ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଅଚାନକ ବଦଳି ସାଧାରଣରେ ଚକିତ ସୃଷ୍ଟି ହୋଇଛି।

Leave A Reply

Your email address will not be published.