News portal website
before header

ଓଟିଡିସି ଅଧ୍ଯକ୍ଷ ମେୟର ହେବେ କି!

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତାରିଖ-୦୬-୦୯-୨୦୨୧ ଦୀର୍ଘ ଦିନ ପରେ ସରକାର ପୌର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଲା, ନିର୍ବାଚନ କମିଶନରଙ୍କ ଘୋଷଣାକୁ ଅପେକ୍ଷା। ରାଜଧାନୀ ପାଓ୍ଵାର ହବର ମେୟର ହେବା ପାଇଁ…

ଭୁବନେଶ୍ୱରରେ ଗୁରୁଦିବସ ପାଳନ!

ଭୁବନେଶ୍ୱର ତାରିଖ ୦୫-୦୯-୨୦୨୧ ଆଜି ଭୁବନେଶ୍ୱରର ସହୀଦ ନଗର ଗର୍ମେଣ୍ଟ ହାଇ ସ୍କୁଲରେ ପବିତ୍ର ଗୁରୁଦିବସ ପାଳନ ହୋଇଛି।ଗୁରୁଦିବସରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁପ୍ରଭା ଶତପଥୀଙ୍କୁ ସ୍ଵାଗତ କରାଯାଇଥିଲା।ସ୍କୁଲ ଓ ପାଠ ପଢାର ଉନ୍ନତି କରିବା ନିମନ୍ତେ ବିଭିନ୍ନ…

ନବୀନଙ୍କ ମହିଳାବ୍ରାଣ୍ଡର କୋଭିଡ ଉଲ୍ଲଘଂନ!

ରାଜ୍ଯ ସରକାରଙ୍କ ଅନ୍ୟ ଏକ ଦ୍ରୁମତମ ଭୋଟ ବ୍ଯାଙ୍କ ଏବଂ ନବୀନଙ୍କ ବ୍ରାଣ୍ଡ ମହିଳା ଶକ୍ତିର କୋଭିଡ ଉଲ୍ଲଘଂନ! ଅଷ୍ଟିନ ନ୍ଯୁଜ/ଭୁବନେଶ୍ୱର ତା-୦୩-୦୯-୨୦୨୧ ରାଜ୍ଯ ସରକାର ରାଜ୍ଯରେ କରୋନା କଟକଣା କୋହଳ କରୁଛନ୍ତି।ସମ୍ପୂର୍ଣ୍ଣ ଅନଲକ ହେଇନି ଓଡ଼ିଶା,ରାଜ୍ଯ ସରକାର ,ଏସଆରସି,…

କ୍ରାଇମବ୍ରାଞ୍ଚର ବିଦ୍ୟାଭାରତୀକୁ ଜେରା ପରେ;ଦୋଷୀ ଧରା ପଡିବ ତ?

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୦୩-୦୯-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ କପ୍ତିପଦା ନିକଟସ୍ଥ ଗୌଡ଼ଗାଁରେ ଗତକାଲି ଓଡ଼ିଶା କ୍ରାଇମବ୍ରାଞ୍ଚର ଏକ ଦଳ ଆସିଥିଲେ ଯେଉଁଥିରେ ୫ଜଣ ଅଧିକାରୀ ଥିଲେ।ଏସିଏଫ ସୌମ୍ୟର ମୃତ୍ୟୁ ରହସ୍ୟର ସଠିକ ତଥ୍ୟ ଏପର୍ଯ୍ୟନ୍ତ ପୋଲିସ କିମ୍ବା…

ସରକାର ଆମକୁ ଜାହିରା ଦିଅ!ଆଜି ୧୨ଘଣ୍ଟା ଉଦଳା ବନ୍ଦ ।

ଅଷ୍ଟିନ ନ୍ୟୁଜ/ମୟୂରଭଞ୍ଜ ତା-୩୧-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଦିବାସୀମାନଙ୍କର ପୂଜା ପୀଠକୁ ନେଇ ସରକାରୀ ସାହାଯ୍ୟ ଠାରୁ ଆରମ୍ଭ କରି ବନବିଭାଗ ତରଫରୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଜାହିରା ପାଇଁ ଆସୁଛି।ଏହି କିଛି ମାସ ପୂର୍ବରୁ ଉଦଳା ବ୍ଲକ ଖଲାଡି ପଞ୍ଚାୟତ…

ପିଜି ପିଲାଙ୍କୁ ସାର୍ଟିଫିକେଟ ଦେବା ପାଇଁ ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେରତା -୩୦/୦୮/୨୦୨୧ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଅଗଷ୍ଟ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଛାତ୍ରଛାତ୍ରୀମାନେ ଅନଲାଇନ୍ ମାଧ୍ୟମରେ ୟୁଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେଇଥିଲେ। ଏହାର ଫଳାଫଳ ପ୍ରକାଶ ପାଇନଥିବାରୁ…

କେନ୍ଦ୍ରୀୟ ବିଦ୍ୟାଳୟ ହେବ ନିଶ୍ଚିତ,କଲେଜ ଅଧ୍ୟାପକଙ୍କର ଟିମରେ ମିଶିବାର ରହସ୍ୟ କଣ ?

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୨୯-୦୮-୨୦୨୧ ଉଦଳା-ଜଗବନ୍ଧୁ ପ୍ରଧାନ କପ୍ତିପଦା ଉପଖଣ୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାର ବାଟ ନିଶ୍ଚିତ ହୋଇଯାଇଛି।ଯଦିଓ ଏହି ବିଦ୍ୟାଳୟ ଖୋଲିବା ପାଇଁ କିଛି ଅସୁବିଧା ଥିଲା ତାହା ଦୂର ହୋଇଯାଇଛି।ବିଶେଷ କରି କେନ୍ଦ୍ର ସରକାରଙ୍କର ନୂଆ…

ଆକ୍ସନ ନୁହେଁ ପ୍ରଶଂସା କଲା ସିଆଇଏସଏଫ;ସଲମାନ ଅଟକ ଘଟଣା

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ୱେରତା -୨୫ /୦୮ /୨୦୨୧ ଗତ ୨୩ତାରିଖରେ ଜାତୀୟ ଗଣମାଧ୍ୟମରେ ଏକ ଖବର ପ୍ରକାଶ ପାଇଥିଲା, ଯେଉଁଥିରେ ସୋମନାଥଙ୍କ ବିରୋଧରେ ସଲମାନଙ୍କୁ ଅଟକାଇଥିବାରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଇଥିଲା। ପ୍ରୋଟୋକଲ୍ ଉଲ୍ଲଂଘନ କରି ଗଣମାଧ୍ୟମ ସହ ଘଟଣା…

ଚାରିଘଣ୍ଟା ଜଗା ଦର୍ଶନ ବନ୍ଦ

ଅଷ୍ଟିନ ନ୍ଯୁଜ/ ପୁରୀତା -୨୫ /୦୮ /୨୦୨୧ କରୋନା କଟକଣା ହଟିବା ପରେ ସୋମବାର ସର୍ବସାଧାରଣଙ୍କ ପାଇଁ ଖୋଲିଥିଲା ଶ୍ରୀମନ୍ଦିର। ପ୍ରାୟ ଚାରି ମାସ ପରେ ଶ୍ରୀମନ୍ଦିରରେ ସୋମବାରଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ହେଲେ ଦର୍ଶନ ଆରମ୍ଭର ୨ଦିନ ପରେ ଆଜି ୪ଘଣ୍ଟା ପାଇଁ…

ଦିନକରେ ୧୩୧ ଜଣ ଶିଶୁ କରୋନା ପଜେଟିଭ

ଅଷ୍ଟିନ ନ୍ଯୁଜ/ ଭୁବନେଶ୍ବର:ତା -୨୫/୦୮/୨୦୨୧ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୫୧୫ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍…