News portal website
before header
[URIS id=5393]

ଭୁବନେଶ୍ୱରରେ ଗୁରୁଦିବସ ପାଳନ!

0 336

ଭୁବନେଶ୍ୱର

Notice

ତାରିଖ ୦୫-୦୯-୨୦୨୧

ଆଜି ଭୁବନେଶ୍ୱରର ସହୀଦ ନଗର ଗର୍ମେଣ୍ଟ ହାଇ ସ୍କୁଲରେ ପବିତ୍ର ଗୁରୁଦିବସ ପାଳନ ହୋଇଛି।ଗୁରୁଦିବସରେ ନୂତନ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତି ସୁପ୍ରଭା ଶତପଥୀଙ୍କୁ ସ୍ଵାଗତ କରାଯାଇଥିଲା।ସ୍କୁଲ ଓ ପାଠ ପଢାର ଉନ୍ନତି କରିବା ନିମନ୍ତେ ବିଭିନ୍ନ ପଦକ୍ଷେପ ନେବାକୁ ଆଲୋଚନା ହୋଇଥିଲା।ଗୁରୁଦିବସ ଅବସରରେ ସମସ୍ତ ଗୁରୁ ଓ ଗୁରୁ ମା ଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇବା ସହ ସ୍କୁଲର ସୁବିଧା ଓ ଅସୁବିଧା ଆଲୋଚନା କରାଯାଇ ଥିଲା।

ଶହୀଦନଗରରେ ମିଶନ ଅମ୍ଳଜାନ ପ୍ରକଳ୍ପ ପାଇଁ ସ୍କୁଲ ପରିସରରେ ୫ଟି ଗଛ ଲଗାଯାଇଥିଲା, ଆଜିର କାର୍ଯ୍ୟକ୍ରମରେ ମୋ ସ୍କୁଲର ସଭାପତି ଶ୍ରୀ ନାରାୟଣ ମହାପାତ୍ର, ଶ୍ରୀନିବାସ ରାଓ, ଡ ଲକ୍ଷ୍ମୀକାନ୍ତ ଖୁଣ୍ଟିଆ, ମନିଷା ତ୍ରିପାଠୀ, ଜିତେନ୍ଦ୍ରସ୍ୱାଇଁ,ନାରାୟଣ ସାର ଓ ଅନ୍ୟ ଗୁରୁ ଓ ଗୁରୁ ମା ମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.