News portal website
before header

ମାଡି ଆସୁଛି ବାତ୍ୟା ‘ଗୁଲ୍‌-ଆବ୍’ : ମୁକାବିଲା ପାଇଁ ୪୨ଟି ଓଡ୍ରାଫ୍‌, ୨୪ଟି ଏନ୍‌ଡିଆର୍‌ଏଫ୍‌ ଟିମ୍ ମୁତୟନ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ବାତ୍ୟା ‘ଗୁଲ୍‌-ଆବ୍’। ଭାରତୀୟ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଉତ୍ତର-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ରବିବାର ଦିନ ଅର୍ଥାତ୍ ଆଜି ରାତି ପ୍ରାୟ ୮ଟାରେ…

ଆସନ୍ତା କାଲି ଭାରତ ବନ୍ଦ : ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା ପୁଲିସକୁ ସତର୍କ କଲେ ସରକାର

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୬-୦୯-୨୦୨୧ ଆସନ୍ତାକାଲି ଭାରତ ବନ୍ଦ। ‘ଭାରତ ବନ୍ଦ’କୁ ଦୃଷ୍ଟିରେ ରଖି ସଜାଗ ରହିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ। ଆଇନଶୃଙ୍ଖଳା ପରିସ୍ଥିତିର ମୁକାବିଲା କରିବା ପାଇଁ ସବୁ ଜିଲ୍ଲାରେ ପୁଲିସକୁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।…

ପିପିଲି ବାସୀଙ୍କୁ ସତ୍ଯ ନାୟକଙ୍କ ଜବରଦସ୍ତ ଜବାବ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୫-୦୯-୨୦୨୧ "ପିପିଲି ଉପ-ନିର୍ବାଚନ ପ୍ରଚାର ବେଳେ ଅନେକ ଲୋକଙ୍କର ଗୋଟିଏ ପ୍ରଶ୍ନ ଥିଲା, ଭାଇ, କଣ କଂଗ୍ରେସ ପାରିବ ଏଥର?ମୋର ଉତ୍ତର ହେଉଛି, ଏଥର ପିପିଲିବାସୀ ପାରିବା ଦରକାର।"ପିପିଲି ପଲିଟିକ୍ସ ଆଉ ପାଞ୍ଚ ଦିନ ପରେ ପିପିଲି…

ଉଦଳା ପ୍ରେସ କ୍ଲବର ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଶୋକସଭା।

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୨୫-୦୯-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଉଦଳା ପ୍ରେସ କ୍ଲବ ପରିସରରେ ସଭାପତି ଅରୁଣ କୁମାର ମହାନ୍ତିଙ୍କ ଆବାହକତ୍ୱରେ ଓଡ଼ିଶାର ଜଣାଶୁଣା ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି।ଦୁଇ ମିନିଟ ପାଇଁ…

ଚାଲିଗଲେ ଅରିନ୍ଦମ ଦାସ

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୨୪-୦୯-୨୦୨୧ ଆଉ ନାହାନ୍ତି ଯୁବ ସାମ୍ବାଦିକ ଅରିନ୍ଦମ ଦାସ। ଆଜି ସକାଳୁ ସକାଳୁ ମୁଣ୍ଡଳି ବ୍ୟାରେଜ ନିକଟରେ ଫସି ରହିଥିବା ଦନ୍ତାକୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ଓଲଟି ପଡ଼ିଥିଲା ଓଡ୍ରାଫ୍ ବୋଟ୍। ଏହି ବୋଟ୍ ରେ ଥିଲେ ଅରିନ୍ଦମ। ଦୁର୍ଘଟଣାଗ୍ରସ୍ତ…

ଭାଲୁ ରାମ୍ପୁଡ଼ି ଦେଲା ଚାଷୀକୁ ..

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଶରତ ଥାନା ଅଧିନସ୍ଥ ନୁଟ ପଞ୍ଚାୟତର ଜଣେ ଚାଷୀକୁ ଭାଲୁ ରାମ୍ପୁଡ଼ି ଦେଇଅଛି । ସେ ଆଜି ସକାଳୁ ତାଙ୍କର ବିଲକୁ ଯିବା ସମୟରେ ହଠାତ ଭାଲୁଟି ପାଖ ଜଙ୍ଗଲରୁ ଦୌଡ଼ି ଆସି ବଳରାମ ଖଣ୍ଡେଇ (୪୫)କୁ ଆକ୍ରମଣ କରି ଥିଲା । ବଳରାମ…

ଆଦିବାସୀ ଅଞ୍ଚଳରେ ରକ୍ତଦାନ ଶିବିର ଅନୁଷ୍ଠିତ ।

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଏହି କିଛିଦିନ ହେବ ଉଦଳା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି ।ଆଜି କପ୍ତିପଦା ବ୍ଲକର ଲାବଣ୍ୟଦେଇପୁର ପଂଚାୟତର କଟୁରିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । କଟୁରିଆ ଅଞ୍ଚଳରେ ଆଦିବାସୀ…

ବାଲିମାଫିଆଙ୍କ “ନନା” ଧମକରେ ପ୍ରଶାସନ ଥରହର;ଧସିଲା ବାଲିକୁଦା ପୋଲ!

ବାରମ୍ବାର ଖବର ପ୍ରସାରଣ ପରେ ଚେତିଲାନି ପ୍ରଶାସନ;ହଜାର ହଜାର ଲୋକ ଗମନାଗମନରେ ଦୁର୍ଦ୍ଦଶା! ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତା-୧୩-୦୯-୨୦୨୧ ଯାଜପୁର ଜିଲ୍ଲା,ବଡଚଣା ବ୍ଲକ,ସାଉଡିଆ ପଞ୍ଚାୟତ ବାଲିକୁଦା ବାଲିଘାଟର, ଶୋଚନୀୟ ପରିସ୍ଥିତି।ଦୈନିକ ହଜାର ହଜାର ବାଲି ଗାଡି,…

ନ୍ଯାୟ ନ ଦେଲେ ଆତ୍ମହତ୍ଯା କରିବି;ଅଙ୍ଗନବାଡି ଦିଦିଙ୍କ ଚେତାବନୀ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତା-୧୩-୦୯-୨୦୨୧ ଅଙ୍ଗନବାଡ଼ି ଦିଦିଙ୍କୁ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି।କେବଳ ପ୍ରେମ ନିବେଦନ ନୁହେଁ ବୟସ୍କ ବ୍ୟକ୍ତି ଜଣକ ଅଶ୍ଲୀଳ ଇଙ୍ଗିତ କରୁଥିବା ନେଇ କୋରେଇ ଥାନାରେ ଅଭିଯୋଗ କରିଛନ୍ତି ଅଙ୍ଗନବାଡ଼ି ଦିଦି। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା…

ହାପି ବାର୍ଥଡେ ଆଇରନ ଲେଡି;ସିନ୍ଧୁ ନନ୍ଦନୀ!

ଅଷ୍ଟିନ୍ ନ୍ଯୁଜ/ଯାଜପୁର ତାରିଖ-୦୬-୦୯-୨୦୨୧ ଆପଣ ମାନେ ଏଭଳି, ହେଡଲାଇନ ଦେଖି ସିନ୍ଧୁ ନନ୍ଦିନୀ କିଏ ନିଶ୍ଚିତ ଭାବେ ଜାଣିବାକୁ ଆଗ୍ରହୀ ହେବେଣି।ହଁ ଆଜ୍ଞା ଭାରତର ପ୍ରାକ୍ତନ ପ୍ରଧାନ ମନ୍ତ୍ରୀ ଇନ୍ଦରା ଗାନ୍ଧୀ ପରେ ମଧ୍ଯ ଅନେକ ଆଇରନ ଲେଡି ଜନ୍ମ ହୋଇଛନ୍ତି। ସେଭଳି ଏକ ପ୍ରତିଭା…