ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର

ତାରିଖ-୦୬-୦୯-୨୦୨୧
ଦୀର୍ଘ ଦିନ ପରେ ସରକାର ପୌର ନିର୍ବାଚନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।ଏ ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ଯାୟରେ ପହଞ୍ଚିଲା, ନିର୍ବାଚନ କମିଶନରଙ୍କ ଘୋଷଣାକୁ ଅପେକ୍ଷା।

ରାଜଧାନୀ ପାଓ୍ଵାର ହବର ମେୟର ହେବା ପାଇଁ ମନବଳାଇଛନ୍ତି ଓଟିଡିସିର ଅଧ୍ଯକ୍ଷ ଶ୍ରୀମୟୀ ମିଶ୍ର,ଶ୍ରୀମୟୀଙ୍କୁ ରାଜନୀତି କିମ୍ବା ବ୍ଯକ୍ତିତ୍ବ ଦିଗରୁ ଦେଖିଲେ ଠିକ୍ ଠାକ ଥିବା ବିଶ୍ବସ୍ତ ରାଜନୈତିକ ସୂତ୍ରରୁ ପ୍ରକାଶ, ଅନ୍ଯପଟେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳାଙ୍କୁ ଗୁରୁତ୍ବ ଦେଉଥିବା ବେଳେ ପର୍ଯ୍ୟାୟ କ୍ରମେ ମହିଳା କାର୍ଡ ଖେଳି ଆସୁଥିବାର ନଜର ରହିଛି, ତେବେ ଶ୍ରୀମୟୀଙ୍କ ମଥାରେ ମେୟର ମୁକୁଟ ରହିବ ନା ଅନ୍ୟ କିଏ ନେବ ତାହା ସମୟ କେବଳ କହିବ।
