News portal website
before header

ଧଳ ସାମନ୍ତ ସହଯୋଗୀ ଦିଲୁକୁ ଗିରଫ କଲା କମିସନରେଟ ପୋଲିସ।

ଅଷ୍ଟିନ୍ ନ୍ଯୁଜ/ଭୁବନେଶ୍ୱର ତାରିଖ-୨୩-୦୮-୨୦୨୧ କମିସନରେଟ ପୋଲିସ ପଞ୍ଝାରେ ଫେରାର ଅପରାଧୀ ଦିଲୁ। ଦିଲୁ ଧଳସାମନ୍ତ ଭ୍ରାତାଙ୍କ ଡାହାଣ ହୋଇ କାମ କରୁଥିଲା।୨୦୧୬ରେ ଓମ ଓ ଦୀପୁର ହତ୍ଯା ଘଟାଇ ପ୍ରଦୀପ ସାହୁ ଓରଫ ଦିଲୁ ଫେରାର ଥିଲା। ରାୟଗଡ଼ାରୁ ଗିରଫ କଲା କମିସନରେଟ ପୋଲିସର…

EOW ହାତରେ ଚାରିଶବିଶ ବିଜୟାନନ୍ଦ ଚିଠା

ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱେର ତା -୨୩/୦୮/୨୦୨୧ ଓଟିଡିସିର ଜାଲ୍ ଵାର୍କ ଅର୍ଡର୍‌ ଦେଇ ଜଣେ ସ୍ପେସାଲ୍ କ୍ଲାସ୍ ଠିକାଦାରଙ୍କଠାରୁ ୩ କୋଟି ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଧୂର୍ତ୍ତ ବାବା ସ୍ବାମୀ ବିଜୟାନନ୍ଦ ମହାରାଜ ଓରଫ୍ ବିଜୟାନନ୍ଦ ଚୌଧୁରୀର କଳା କାରନାମାର ଚିଠା ଇଓଡବ୍ଲୁ…

ଟାଟା କାଟିଲା ନୀଳାଞ୍ଚଳ ବିଦ୍ଯୁତ

ଅଷ୍ଟିନ୍ ନ୍ଯୁଜ /ଯାଜପୁର ତା -୨୩/୦୮/୨୦୨୧ ପରିଚାଳନାଗତ ତ୍ରୁଟି ପାଇଁ ନୀଳାଚଳ ଇସ୍ପାତ କାରଖାନାର କ୍ଷତି ହୋଇଛି। ଏବେ ଆଉ ଏକ ଷଡ଼୍‌ଯନ୍ତ୍ର ପଦାକୁ ଆସିଛି। ମାସ ମାସ ଧରି ବିଦ୍ୟୁତ୍‌ ବିଲ୍‌ ମଧ୍ୟ କଂପାନି କର୍ତ୍ତୃପକ୍ଷ ବାକି ରଖିଛନ୍ତି। ପ୍ରାୟ ୫୬କୋଟି ୭୦ ଲକ୍ଷ ଟଙ୍କାର…

ଓଡିଶାରେ କରୋନା ;ଗୋଟିଏ ଦିନରେ ୧୦୧ ଶିଶୁ କରୋନା ସଂକ୍ରମଣ

ଅଷ୍ଟିନ୍ ନ୍ଯୁଜ /ଯାଜପୁର ତା -୨୩/୦୮/୨୦୨୧ ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣର ହାର। ଗତ ୨୪ ଘଣ୍ଟା ମଧ୍ୟରେ ୭୬୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୧୬୯୮ରେ ପହଞ୍ଚିଛି। ତେବେ ଆଜି ଚିହ୍ନଟ ହୋଇଥିବା…

ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ!

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର ତା-୨୦-୦୮-୨୦୨୧ ଓଡ଼ିଆ ପୁଅ ରଞ୍ଜନ ମହାନ୍ତିଙ୍କୁ ଫିଡେ ଆର୍ବେଟର ଟାଇଟେଲ ପ୍ରଦାନ କରିଛି ବିଶ୍ବ ଚେସ ଫେଡେରେସନ। ରଞ୍ଜନ ମହାନ୍ତି ଜଣେ ସୁଦକ୍ଷ ଫିଡେ ଇନଷ୍ଟ୍ରକ୍ଟର ଅଟନ୍ତି। ଅଲ ଓଡ଼ିଶା ଚେସ ଆସୋସିଏସନର ଶ୍ରୀଯୁକ୍ତ ମହାନ୍ତି ସଭାପତି ଅଟନ୍ତି। …

ସମାଜସେବା କ୍ଷେତ୍ରରେ ଡଃ.ନାରାୟଣ ମହାପାତ୍ରଙ୍କୁ ହ୍ଯୁମାନିଟଜର ସମ୍ବର୍ଦ୍ଧନା।

ଅଷ୍ଟିନ୍ ନ୍ଯୁଜ /ଭୁବନେଶ୍ୱର ତାରିଖ-୧୬-୮-୨୧ ଆଜି ହ୍ୟୁମାନଟିଜ ଓ ଶ୍ରୀ ଶକ୍ତି ଏଜୁକେସନ ଟ୍ରଷ୍ଟ ,ରାଜକୋଟ ପକ୍ଷରୁ ଶ୍ରୀ ନାରାୟଣ ମହାପାତ୍ର ସମ୍ପାଦକ ଜୟ ମା ଭବାନୀ ଚାରିଟେବୁଲ ଟ୍ରଷ୍ଟଙ୍କୁ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ ସୂଚକ ଡକ୍ଟରେଟ୍ ଉପାଧି…

ଉଦଳା ବନବିଭାଗ ଚଢ଼ାଉରେ ୨୩ ଲଗ କାଠ ସହ ଗାଡ଼ି ଜବତ!

ଅଷ୍ଟିନ ନ୍ଯୁଜ/ମୟୂରଭଞ୍ଜ ତା-୧୩-୦୮-୨୦୨୧ ରିପୋର୍ଟ-ଜଗବନ୍ଧୁ ପ୍ରଧାନ ଆଜି ଭୋର ସମୟରେ ଯଇଦା ଦାମଦୋରପୁର ପାଖ,ମାର୍ସିଙ୍ଗା ନିକଟରେ ଉଦଳା ବନବିଭାଗ କର୍ମଚାରୀମାନଙ୍କ ଦ୍ୱାରା ଚଢାଉ ହେଇଥିଲା।ଏକ ପିକଅପ ଗାଡ଼ିରେ ନିମ୍ବ ଓ ଗମ୍ଭାରୀ କାଠ ଯାଉଥିଲା।ଉକ୍ତ ଗାଡିରେ ୨୩ ଲଗ କାଠ…