Sign in
Sign in
Recover your password.
A password will be e-mailed to you.
Breaking News
ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।ଭାଜପା ଛାଡିଲେ ସିମନ୍ତିନି ଜେନା !ମାଟି ମାଫିଆଙ୍କ ଭୁ-ସ୍ୱର୍ଗ ଭାପୁର ପାଟ!ବର୍ଷାଙ୍କ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ପାଇଁ ବିଜଦର ବୈଠକ!ପର ଜମିରୁ ରାତି ହେଲେ ଚାଲିଛି ମାଟି ଚାଲାଣ!ଏକାଠି ହେଲେ ଜନ୍ମେଜୟ ସମର୍ଥକ ଟିକେଟ ନେଇ ବଢ଼ିଲା ସସପେନ୍ସ!ବଦଳିଲେ ଯାଜପୁର ଜିଲ୍ଲାପାଳ!
Browsing Category
ରାଜନୀତି
ଉନ୍ନୟନ ପ୍ରକଳ୍ପ ନହେବା ଧାରଣାରେ;ଭଞ୍ଜ ସେନାର ଭିକ୍ଷୋଭ!
ଅଷ୍ଟିନ୍ ନ୍ଯୁଜ/ମୟୁରଭଞ୍ଜ
ତା-୦୪-୦୮-୨୦୨୧
ରିପୋର୍ଟ-ଜଗବନ୍ଧୁ ପ୍ରଧାନ
କପ୍ତିପଦା ଉପଖଣ୍ଡର ଜରୁରୀ ସମସ୍ୟାର ସମାଧାନ ନିମନ୍ତେ ଭଂଜସେନା ତରଫରୁ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ।କପ୍ତିପଦା ଉପଖଣ୍ଡର ଆଦିବାସୀ ବହୁଳ ଅଞ୍ଚଳରେ ବିକାଶ ଆଖିଦୃଶିଆ ନୁହେଁ।ଫଳରେ ବିଭିନ୍ନ ଦଳ!-->!-->!-->!-->!-->!-->!-->…
ହୃଦଘାତରେ ସମିତି ସଭ୍ୟଙ୍କ ଦେହାନ୍ତ।
ଅଷ୍ଟିନ୍ ନ୍ୟୁଜ୍/ଯାଜପୁର
ତା-୧୯-୦୭-୨୦୨୧
ବଡଚଣା ନିର୍ବାଚନ ମଣ୍ଡଳୀ, ବଡ଼ ବାଲିକୁଦା ଗ୍ରାମପଞ୍ଚାୟତ ର ସମିତି ସଭ୍ୟଙ୍କ ଦେହାନ୍ତ।ପରୋପକାରୀ ,ସ୍ୱଚ୍ଛ,ନିର୍ମଳ ବ୍ୟକ୍ତିତ୍ୱ ବିନୋଦ ବିହାରି ଜେନାଙ୍କ ହୃଦଘାତ ଜନିତ ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।ତାଙ୍କ ଅମର!-->!-->!-->!-->!-->…
କଂଗ୍ରେସ ନେତା ସତ୍ଯ ନାୟକଙ୍କ ରାଲି ବିକ୍ଷୋଭ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୧୪-୦୭-୨୦୨୧
ଦିନକୁ ଦିନ ନିତ୍ଯ ବ୍ଯବହାର୍ଯ୍ୟ ସାମଗ୍ରୀ ଦରଦାମ ଅହେତୁକ ବଢୁଥିବା ବେଳେ,ରାଜାରାସ୍ତାରେ ବିକ୍ଷୋଭ କରୁଛି କଂଗ୍ରେସ।ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଆହ୍ବାନରେ ରାଜ୍ଯର ବିଭିନ୍ନ ସ୍ଥାନରେ, ପେଟ୍ରୋଲ ପମ୍ପ, ରାଜ ରାସ୍ତାରେ!-->!-->!-->!-->!-->…
ଆରମ୍ଭ ହେଲା କାଉଣ୍ଟ ଡାଉନ;ନବୀନ ଆସିଲେ ଅଲଗା ଅନ୍ଦାଜରେ।
ଆରମ୍ଭ ହେଲା ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ କାର୍ଯ୍ୟକ୍ରମ ନୂଆ ପୁରୁଣାଙ୍କ କାଉଣ୍ଟ ଡାଉନ ବେଳେ ନବୀନ ଖେଳିବେ ମହିଳା କାର୍ଡ।
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର
ତା-୧୩-୦୭-୨୦୨୧
ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପୂର୍ବରୁ ବିଜୁ ଜନତା ଦଳ ସଭାପତି, ତଥା ମୁଖ୍ଯମନ୍ତ୍ରୀ ନବୀନ!-->!-->!-->!-->!-->!-->!-->…
ଭତ୍ତା ଟଙ୍କା ଭୂତ ନେବା ଘଟଣାରେ ପିଇଓ ସସପେଣ୍ଡ।
ଅଷ୍ଟିନ୍ ନ୍ୟୁଜ୍/ବଡଚଣା
ତା-୧୩-୦୭-୨୦୨୧
ଭୁତ ଓ ଡବଲ ଭତ୍ତା ହଡପ ଘଟଣାର ଆରମ୍ଭ ହୋଇଥିଲା ଅଡିଟ୍। ଆମେ କହୁଛୁ ବଡଚଣାରେ ଭତ୍ତା ଟଙ୍କା ହଡପ ଘଟଣା କଥା, କିଛିଦିନ ତଳେ ଅଷ୍ଟିନ୍ ନ୍ୟୁଜ୍ରେ ଏନେଇ ଖବର କରାଯାଇଥିଲା। ଯାହାର ତଦନ୍ତ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ!-->!-->!-->!-->!-->…
ମୋଦିଙ୍କ ନୂଆ କ୍ଯାବିନେଟ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଶପଥ ନେଲେ ମୋଦୀ କ୍ୟାବିନେଟ୍ର ୪୩ ମନ୍ତ୍ରୀ, ୧୫ ଜଣଙ୍କୁ ମିଳିଲା କ୍ୟାବିନେଟ୍ ପାହ୍ୟା , ୨୮ ହେଲେ ରାଷ୍ଟ୍ର ମନ୍ତ୍ରୀବଦଳିଲା କେନ୍ଦ୍ର କ୍ୟାବିନେଟର ଚେହେରା ନରେନ୍ଦ୍ର ମୋଦୀ । ସରକାରର ଦ୍ଵିତୀୟ ପାଳିରେ ପ୍ରଥମ!-->!-->!-->!-->!-->…
କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନେଇ ହୋଇପାରେ ନିଷ୍ପତ୍ତି
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୦୭-୦୬-୨୦୨୧
ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ! ମୋଦିଙ୍କ କ୍ୟାବିନେଟରେ ଏଣ୍ଟ୍ରି ମାରିପାରନ୍ତି ୨୦ ନେତା, ଓଡ଼ିଶାରୁ କାହାକୁ ମିଳିବ ଚାନ୍ସ, ଚାଲିଛି ଚର୍ଚ୍ଚା। ଆଜି ସଂଧ୍ୟାରେ ହୋଇପାରେ!-->!-->!-->!-->!-->…
ବେତନଟୀ ରେ ପ୍ରଧାନମନ୍ତ୍ରୀ ଭ୍ରାମ୍ୟମାଣ ଚିକିତ୍ସା ସେବା।
ଅଷ୍ଟିନ୍ ନ୍ଯୁଜ/ମୟୂରଭଞ୍ଜ/ଜଗବନ୍ଧୁ ପ୍ରଧାନ
ତା-୧୧-୦୬-୨୦୨୧
ବେତନଟୀର ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ବେତନଟୀରେ ଆଜି ୩୫ ନଂ ଜୋନର ମଣ୍ଡଳ ସଭାପତି ରାଜକିଶୋର ସାହାଙ୍କ ନେତୃତ୍ବରେ ମଣ୍ଡଳ ଉପସଭାପତି!-->!-->!-->!-->!-->!-->!-->…
ତୈଳଦର ବୃଦ୍ଧିକୁ ଉଦଳା କଂଗ୍ରେସର ପ୍ରତିବାଦ।
ଅଷ୍ଟିନ ନ୍ୟୁଜ୍/ ମୟୂରଭଞ୍ଜ
ତା-୧୧-୦୬-୨୦୨୧
ଜଗବନ୍ଧୁ ପ୍ରଧାନ
ରାଜ୍ୟ କଂଗ୍ରେସ ତୈଳ ଧର ବୃଦ୍ଧିକୁ ନେଇ ଓଡିଶାର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇ ଅଛି ।ଫଳରେ ଆଜି ରାଜ୍ୟର ଯେଉଁଠି ପେଟ୍ରୋଲ ଓ ଡିଜେଲ ବିକ୍ରି କରାଯାଇଛି ତାର ଆଗରେ ସକାଳ ୭ରୁ!-->!-->!-->!-->!-->!-->!-->…
ପ୍ରଶାସିକା ଓ ରାଜନେତାଙ୍କ ଅନ୍ତରଙ୍ଗ ମୂହୂର୍ତ୍ତର ଫଟୋ ଭାଇରାଲ!
ଏଭଳି ଫଟୋଚିତ୍ର, ବିଶେଷତଃ "ସରକାରୀ ଅଧିକାରୀ ଓ ରାଜନେତାଙ୍କ ମଧୁଚନ୍ଦ୍ରିକା" ର ଅଭିଯୋଗ ଯାହା ବିଭିନ୍ନ ସମୟରେ ଆସିଥାଏ,ତାହା ତଥ୍ଯ ଓ ସତ୍ଯ ଦ୍ବାରା ପ୍ରମାଣିତ ହୋଇଛି।ଏ ସବୁ ଜିନିଷକୁ ଲକ୍ଷ୍ଯ କରାଗଲେ ବ୍ୟାପକ ସଂସ୍କାର ଆସିବା ଜରୁରୀ ବୋଲି ବୁଦ୍ଧି ଜୀବି,ସମାଜସେବୀ ଦାବି କରନ୍ତି।
!-->!-->!-->…
