ଅଷ୍ଟିନ୍ ନ୍ୟୁଜ୍/ଯାଜପୁର

ତା-୧୯-୦୭-୨୦୨୧
ବଡଚଣା ନିର୍ବାଚନ ମଣ୍ଡଳୀ, ବଡ଼ ବାଲିକୁଦା ଗ୍ରାମପଞ୍ଚାୟତ ର ସମିତି ସଭ୍ୟଙ୍କ ଦେହାନ୍ତ।ପରୋପକାରୀ ,ସ୍ୱଚ୍ଛ,ନିର୍ମଳ ବ୍ୟକ୍ତିତ୍ୱ ବିନୋଦ ବିହାରି ଜେନାଙ୍କ ହୃଦଘାତ ଜନିତ ଅକାଳ ବିୟୋଗରେ ପରିବାର ବର୍ଗ ଭାଙ୍ଗି ପଡିଛନ୍ତି।ତାଙ୍କ ଅମର ଆତ୍ମାର ସଦ୍ଗତି ସହିତତାଙ୍କ ଶୋକସନ୍ତପ୍ତ ପରିବାରକୁ ରାଜ୍ଯ ବିଜେପି ତଥା ବଡଚଣାର ବିରୋଧୀ ନେତା ଅମର ନାୟକ ସମବେଦନା ଜଣାଇଛନ୍ତି।
ବଡଚଣା ବିଜେପି ର ଅପୁରଣୀୟ କ୍ଷତି ବୋଲି ଅମର ନାୟକ ଗଣମାଧ୍ୟମକୁ ଜଣାଇଛନ୍ତି।
