News portal website
before header
[URIS id=5393]

ଆରମ୍ଭ ହେଲା କାଉଣ୍ଟ ଡାଉନ;ନବୀନ ଆସିଲେ ଅଲଗା ଅନ୍ଦାଜରେ।

0 298

ଆରମ୍ଭ ହେଲା ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ କାର୍ଯ୍ୟକ୍ରମ ନୂଆ ପୁରୁଣାଙ୍କ କାଉଣ୍ଟ ଡାଉନ ବେଳେ ନବୀନ ଖେଳିବେ ମହିଳା କାର୍ଡ।

Notice

ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ୱର

ତା-୧୩-୦୭-୨୦୨୧

ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପୂର୍ବରୁ ବିଜୁ ଜନତା ଦଳ ସଭାପତି, ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମନ୍ତ୍ରୀ ମାନଙ୍କ ସହ ବ୍ଯକ୍ତିଗତ ଆଲୋଚନା ସମୟରେ ଆସିଛି ସୁନ୍ଦର ଫଟୋ।ପାଖରେ ପାଞ୍ଚଟି ବିଭାଗର ତଥା ବ୍ୟକ୍ତିଗତ ସଚିବ ଆଇଏଏସ ଭି. କାର୍ତ୍ତିକେୟନ ପାଣ୍ଡିଆନ ଉପସ୍ଥିତ।

କୁହାଯାଉଥିଲା କେନ୍ଦ୍ର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ପରେ,ରାଜ୍ୟ ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ହେବ ବୋଲି। ବିଜଦ ସରକାରଙ୍କ ପଞ୍ଚମ ପାଳିରେ ଦ୍ବିତୀୟ ଥର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଆରମ୍ଭ ହୋଇଯାଇଛି କାଉଣ୍ଟଡାଉନ। ନୂଆ ପୁରୁଣାଙ୍କ ଛାତି ଧକ ଧକ ବେଳେ।ନବୀନଙ୍କ ମହିଳା କାର୍ଡକୁ ଗୁରୁତ୍ବ। ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତ କାହାର ବେଦୀ ଉପରେ କୋରଡା ମାଡ ବସିବ। ଏବେ ଠୁ ଆରମ୍ଭ ହେଲାଣି ରାଜନୈତିକ ଚର୍ଚ୍ଚା। ଏଭଳି ସମୟରେ ମୁଖ୍ଯମନ୍ତ୍ରୀଙ୍କ ଫଟ ବେଶ ରାଜନୈତିକ ଖୋରାକ ଯୋଗାଉଛି। ରାଜନୈତିକ ସୂତ୍ରରୁ ମିଳୁଥିବା ସୂଚନା ଅନୁଯାୟୀ ନୂତନ ମନ୍ତ୍ରୀ ମଣ୍ଡଳ ଚିଠା ପ୍ରସ୍ତୁତ ହୋଇସାରିଥିଲା ବେଳେ ନବୀନ ଖେଳିବେ ମହିଳା କାର୍ଡ। ଖୁବ ଶୀଘ୍ର ବିଧିବଦ୍ଧ ଭାବେ ତାଲିକା ପ୍ରକାଶ ପାଇବାକୁ ଯାଉଛି।

#BreakingNews#BigNews#BJD#politicalmilege #CMO#NabinPatanaik#Minister#AustinNews#Odisha

Leave A Reply

Your email address will not be published.