ଅଷ୍ଟିନ୍ ନ୍ଯୁଜ/ମୟୂରଭଞ୍ଜ/ଜଗବନ୍ଧୁ ପ୍ରଧାନ

ତା-୧୧-୦୬-୨୦୨୧
ବେତନଟୀର ଜନସାଧାରଣଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଭ୍ରାମ୍ୟମାଣ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି।ବେତନଟୀରେ ଆଜି ୩୫ ନଂ ଜୋନର ମଣ୍ଡଳ ସଭାପତି ରାଜକିଶୋର ସାହାଙ୍କ ନେତୃତ୍ବରେ ମଣ୍ଡଳ ଉପସଭାପତି କମଳକାନ୍ତ ବେହେରା, କେଶବ ଚନ୍ଦ୍ର ନାଥ ଓ ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଦ୍ଵାରା ମୁକ୍ତାପୁର ପଞ୍ଚାୟତର ମନ୍ତାପାଳ ଗ୍ରାମରେ ପ୍ରଧାନ ମନ୍ତ୍ରୀଙ୍କର ଭ୍ରାମ୍ୟମାଣ ଚିକିତ୍ସା ଦ୍ଵାରା ୪୬୪ ଜଣଙ୍କୁ ମାଗଣା ଔଷଧ ପ୍ରଦାନ କରାଯାଇଛି।ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ପ୍ରଦାନ କରାଯାଇଛି।
