କଟକ /ଅଷ୍ଟିନ୍ ନ୍ୟୁଜ

ତା – ୦୭-୦୬-୨୦୨୧
ସିଏମସି ୬ ନମ୍ଵର୍ ୱାର୍ଡ ର ବି.ଜେ.ଡି ଯୁବନେତା ସୁନୀଲ କୁମାର ସାମଲ ଙ୍କ ନେତୃତ୍ଵରେ ୬ ନମ୍ଵର୍ ୱାର୍ଡର ୧,୨ ଓ ୩ ନମ୍ଵର୍ ବ୍ଲକ୍ କୁ ଆଜି ବିଶୋଧନ କରାଯାଇଛି।

ୱାର୍ଡ ସଭାପତି ପ୍ରଭାତ ଦାଶ, ପ୍ରଫୁଲ୍ଲ ଆଚାର୍ଯ୍ଯ, ଅଂଶୁ ତ୍ରିପାଠୀ, ସାରଦା ପ୍ରସାଦ ଷଡଙ୍ଗୀ, ରାମନାଥ ଆଚାର୍ଯ୍ଯ, ନିରୂପମା ପାଢୀ, ସୁଜାତା କାନୁନଗୋ, ସଂଘମିତ୍ରା ପଟ୍ଟନାୟକ, ଅମିତାଭ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ମାନସ ସାହୁ, ଦେବାଶିଷ ସାହୁ, ଶ୍ରୀନିବାସ ପାଢୀ, ଆୟୁଷ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
