News portal website
before header
[URIS id=5393]

ରାଜ୍ୟ ସରକାରଙ୍କ ବଡନିଷ୍ପତି , ଏସସିବିରେ ଲାଗିବ ECMOର ୬ଟି ୟୁନିଟ୍

0 170

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୭-୦୬-୨୦୨୧

କରୋନାରେ ଆକ୍ରାନ୍ତ ଚିକିତ୍ସା ପାଇଁ ECMO ମେସିନ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ବେଳେ । ଏହାକୁ ନଜରରେ ରଖି ରାଜ୍ୟ ସରକାର କଟକ ଏସସିବିରେ ECMO ମେସିନର ୬ଟି ୟୁନିଟ ଖୋଲିବା ପାଇଁ ଯୋଜନା କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ସେ କହିଥିଲେ, ECMO ମେସିନର ବ୍ୟବହାର ଆଗରୁ ଆମ ଦେଶରେ ଏତେ ନ ଥିଲା। ମୋ ଜାଣିବାରେ ଦେଶରେ ୨୧ଟି ପଞ୍ଜୀକୃତ ECMO ୟୁନିଟ୍ ରହିଛି। ବର୍ତ୍ତମାନ କୋଭିଡ୍ ଯୋଗୁଁ ଏହି ମେସିନର ଚାହିଦା ବଢ଼ିବାରେ ଲାଗିଛି । ଏହି ମେସିନ ଚଲାଇବା ଲାଗି ଯେଉଁ ଆବଶ୍ୟକତା ରହିଛି , ତାହାକୁ ପୂରଣ କରି ୟୁନିଟ୍ ଚାଲୁ କରାଯିବ ବୋଲି ସେ କହିଛନ୍ତି । ଆଗରୁ ଦେଶରେ ECMO ମେସିନର ବ୍ୟବହାର ନଥିଲା । ତେବେ କରୋନା ସଂକ୍ରମଣ ପରେ ଏହି ମେସିନର ଚାହିଦା ବଢିଯାଇଛି । ତେଣୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହା ସ୍ଥାପନ କରିବାକୁ ସରକାର ଯୋଜନା ରଖିଛନ୍ତି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.