News portal website
before header
[URIS id=5393]

ଉଦଳା ବିଜେଡି ତରଫରୁ ଉଦଳା ଏନ. ଏ.ସି ରେ ସହାୟତା

0 217

ଅଷ୍ଟିନ ନ୍ୟୁଜ୍/ ମୟୁରଭଞ୍ଜ

Notice

ଜଗବନ୍ଧୁ ପ୍ରଧାନ

ତା-୦୭-୦୬-୨୦୨୧

କିଛି ଦିନ ପୂର୍ବରୁ ୟଶର ପ୍ରଭାବରେ ଉଦଳା ଏନଏସିର ୱାର୍ଡରେ ବାସକରୁଥିବା ଲୋକଙ୍କ ଘରଗୁଡିକ ଭାଙ୍ଗି ଯାଇଅଛି । ସେମାନଙ୍କ ପାଇଁ ଆଜି ସକାଳୁ ବିଜେଡି ଦଳର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଶ୍ରୀନାଥ ସରେନ ଓ ରାଜ୍ୟ ସ୍ତରୀୟ ଯୁବ ନେତାମାନେ ପଲିଥିନ ବଣ୍ଟନ କରିଥିଲେ।

ଉଦଳା ଏନଏସି ର ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ପରିବାର ଲୋକଙ୍କ ଘର ଭାଙ୍ଗିଯିବା ପରେ,ସେମାନଙ୍କ ପାଇଁ ସହାୟତାର ହାତ ବିଜେଡି ଦଳ ବଢ଼ାଇ ଥିବାରୁ ୱାର୍ଡ ଅଧିବାସୀ ମାନେ ବଧାଇ ଜଣାଇ ଅଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେଡିର ଜଏଣ୍ଟ ସେକ୍ରେଟାରୀ ଜ୍ୟୋତି ରଞ୍ଜନ ଜେନା କଟକ ଜୋନ୍ ବିଜେଡି ସଭାପତି ସୁଧାଂଶୁ ନାରାୟଣ ମିଶ୍ର, ବିଜେଡିର ଯୁବ ରାଜ୍ୟ ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ଦାସ, ବିଜେଡି ନଗର ସଭାପତି ବନମାଳୀ ବେହେରା, ଜୀବନ ବିନ୍ଦୁର ଆବାହକ ଅମୀୟ କୁମାର ବଳ, ଯୁବ ବିଜେଡିର ଉଦଳା ବ୍ଲକ ସଭାପତି ବିନୋଦ କୁମାର ଦାସ, ଯୁବ ବିଜେଡିର ଅନ୍ୟତମ ସଦସ୍ୟ ଡିକେନ୍ସ ବେହେରା, ସୁବଳ ବାନାର୍ଜୀ, ଶଶୀଧର ସ୍ୱାଇଁ, ମାନସ ପୁହାଣ, ଦିବ୍ୟଜ୍ୟୋତି ଜେନା, ଗୋବିନ୍ଦ ନାୟକ ଓ ପଗାନ ମୁର୍ମୁ ସହଯୋଗ କରିଥିଲେ |

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଉକ୍ତ ପଲିଥିନ ବଣ୍ଟନ କାର୍ଯ୍ୟକ୍ରମରେ ଉଦଳା ଏକ ନମ୍ବର ୱାର୍ଡର ୪ ଜଣ, ୨ ନମ୍ବର ୱାର୍ଡର ୪ ଜଣ, ୪ ନମ୍ବର ୱାର୍ଡର ୪ ଜଣ, ୫ ନମ୍ବର ୱାର୍ଡର ୯ ଜଣ, ୬ ନମ୍ବର ୱାର୍ଡର ୮ ଜଣ, ୭ ନମ୍ବର ୱାର୍ଡର ୧0 ଜଣ, ୮ ନମ୍ବର ୱାର୍ଡର ୨ ଜଣ, ୯ ନମ୍ବର ୱାର୍ଡର ୮ ଜଣଙ୍କୁ ପଲିଥିନ ବଣ୍ଟନ ହୋଇଛି | ସର୍ବ ମୋଟ ୪୯ ଟି ପଲିଥିନ ବଣ୍ଟନ ହୋଇଥିବା ବେଳେ ଆଉ ଅବଶିଷ୍ଟ ୱାର୍ଡ ଗୁଡିକରରେ ଯଥା ଶୀଘ୍ର ପଲିଥିନ ବଣ୍ଟନ କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ ପ୍ରକାଶ କରିଥିଲେ |

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.