ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

ତା-୦୭-୦୬-୨୦୨୧
କରୋନା କଟକଣା ମଧ୍ୟରେ ଫସିଯାଇଛନ୍ତି ସିନେ କଳାକାରମାନେ ଯାହାଫଳରେ ରୋଜଗାର କରିବାର ପନ୍ଥା ଏକପ୍ରକାର ଠପ୍ ହୋଇଯାଇଛି । ତେଣୁ ମହାରାଷ୍ଟ୍ରରେ ଏଣ୍ଟରଟେନ୍ମେଣ୍ଟ ଜଗତ ପାଇଁ ଏକ ଆଶ୍ବସ୍ତିକର ଖବର ମଧ୍ୟ ରହିଛି।ରାଜ୍ୟରେ ନିୟମିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର।

କିନ୍ତୁ କିଛି ନିୟମାବଳୀକୁ ଅନୁସରଣ କରି ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୁଟିଂ କରାଯାଇପାରିବ ବୋଲି କହିଛନ୍ତି ରାଜ୍ୟ ସରକାର ।ସିଏମ୍ ସ୍ପଷ୍ଟ କରିଛନ୍ତି ଯେ ନିୟମିତ ସୁଟ୍ ପୁଣି ଥରେ ଆରମ୍ଭ ହୋଇପାରିବ। କିନ୍ତୁ ସୀମିତ ସମୟ ପାଇଁ ସୁଟିଂକୁ ଅନୁମତି ଦିଆଯିବ । ଆସନ୍ତା ଦୁଇମାସ ମଧ୍ୟରେ ଗଣମାଧ୍ୟମ ଏବଂ ମନୋରଞ୍ଜନ ଶିଳ୍ପ ସହିତ ଜଡିତ ସମସ୍ତଙ୍କ ପାଇଁ ଟିକାକରଣ କରାଯିବା ଉଚିତ ବୋଲି ସିଏମ୍ ଠାକରେ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।
http://www.austinnews.in
http://facebook.com/AustinNewsMedia
https://www.youtube.com/AustinNewsMedia
