News portal website
before header
[URIS id=5393]

ରେଳ କଣ୍ଟେନରରୁ ଲିକ୍‌ ହେଲା ଅକ୍ସିଜେନ

0 154

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୯-୦୬-୨୦୨୧

କରୋନା ମହାମାରୀ ସମୟରେ ଅକ୍ସିଜେନ ର ଅଭାବ ଦେଖିବାକୁ ମିଳୁଥିଲାବେଳେ । ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ସାମ୍ନା କୁ ଆସିଛିକି ।କଳାହାଣ୍ଡି ରେଳ ଯୋଗେ ପରିବହନ ବେଳେ କଣ୍ଟେନରରୁ ଲିକ୍‌ ହେଲା ଅମ୍ଲଜାନ। ଏଭଳି ଏକ ଘଟଣା ଣା ଘଟିଛି କଳାହାଣ୍ଡି କେସିଙ୍ଗା ରେଳଷ୍ଟେସନ ନିକଟରେ । ଏଥିରେ ଅକ୍ସିଜେନ୍‌ ଲିକ୍‌ ହୋଇଥିବା ନେଇ ସୂଚନା ମିଳିଛି। ୨୦ରୁ ଉର୍ଦ୍ଧ୍ୱ କଣ୍ଟେନରରେ ଅମ୍ଲଜାନ ଝାରସୁଗୁଡ଼ାରୁ ରାୟଗଡ଼ା ଯାଉଥିବାବେଳେ

କେସିଙ୍ଗା ଷ୍ଟେସନ ନିକଟରେ ଲିକ୍‌ ହେଉଥିବା ଜଣାପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଲିକ୍‌ ବନ୍ଦ ପାଇଁ ଚେଷ୍ଟା ଚଲାଇଛନ୍ତି। ଝାରସୁଗୁଡ଼ାରୁ ଏକ ଟିମ୍‌ କେସିଙ୍ଗା ଆସୁଥିବା ରେଲୱେ ପକ୍ଷରୁ ସୂଚନା ମିଳିଛି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.