News portal website
before header
[URIS id=5393]

ନବୀନଙ୍କୁ କୃତଜ୍ଞତା ଜଣାଇଲେ କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘ

0 193

କଟକ / ଅଷ୍ଟିନ୍ ନ୍ୟୁଜ

Notice


ତା – ୦୯-୦୬-୨୦୨୧


ଓଡ଼ିଶା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ସହରାଞ୍ଚଳ ଉଠା ଦୋକାନୀଙ୍କ ପାଇଁ ୨୬ ଲକ୍ଷ ତାଙ୍କର ଗୋଟିଏ ସ୍ଵତନ୍ତ୍ର କୋଭିଡ଼ ପ୍ୟାକେଜ ଘୋଷଣା କରିଛନ୍ତି। ଓଡିଶା ସରକାରଙ୍କର ଏହି ଯୋଜନା ପାଇଁ, କଟକ କ୍ଷୁଦ୍ର ବ୍ୟବସାୟୀ ମହାସଂଘର ସଭାପତି ପ୍ରକାଶ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଅଷ୍ଟିନ୍ ନ୍ୟୁଜ୍ ରେ ବିଜ୍ଞାପନ ଦେବା ପାଇଁ ଏବେ ହିଁ ଯୋଗାଯୋଗ କରନ୍ତୁ ୬୩୭୨୯୪୨୬୫୦/6372942650 Or mail-id- [email protected]

ସହରାଞ୍ଚଳର ଉଠାଦୋକାନୀଙ୍କ ଜିବିକା ନିର୍ବାହ ନିମନ୍ତେ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨୬ କୋଟି ୨୯ ଲକ୍ଷ ୭୧ ହାଜର ଟଙ୍କା ମଞ୍ଜୁର ହୋଇଛି। ଯାହାଦ୍ୱାରା ରାଜ୍ୟର ୮୭ ହାଜରରୁ ଅଧିକ ଉଠାଦୋକାନୀ ଉପକୃତ ହେବେ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.