News portal website
before header
[URIS id=5393]

କରୋନାର ନୂଆ ଲକ୍ଷଣ ନଖର ଆକାର , ରଙ୍ଗର ଘଟିବ ଏପରି ପରିବର୍ତ୍ତନ

0 191

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୮-୦୬-୨୦୨୧

କରୋନା ଭାଇରସ ସାରା ଦେଶରେ ଭୟଙ୍କର ରୂପ ନେଉଥିଲାବେ ଏଥିରେ ବହୁ ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଛି । ସାଧାରଣତଃ ଜର, କାଶ,ଥଣ୍ଡା ଓ ଗନ୍ଧ-ବାସ୍ନା ଚାଲିଯିବା ଆଦି କରୋନାର ଲକ୍ଷଣ ସଂକ୍ରମଣ ଲକ୍ଷଣ ହୋଇଥିବା ବେଳେ ଏବେ ଏକ ନୂଆ ଲକ୍ଷଣ ଦେଖିବାକୁ ମିଳୁଛି ।

ନୂଆ ଲକ୍ଷଣ ଟି ହେଉଛି ଯଦି ଆପଣଙ୍କ ନଖର ରଙ୍ଗ ଫିକା ପଡ଼ିଯାଏ କିମ୍ବା କିଛି ସପ୍ତାହ ପରେ ଏହାର ଆକାରରେ ପରିବର୍ତ୍ତନ ଦେଖିବାକୁ ମିଳେ । ତେବେ ଆପଣ କରୋନା ସଂକ୍ରମିତ ହୋଇପାରିଥାନ୍ତି

ନଖ ଉପରେ ଏହି ଅର୍ଦ୍ଧ ଚନ୍ଦ୍ର ଆକୃତି କାହିଁକି ବନେ । ଏହାର ଏକ ସମ୍ଭାବିତ କାରଣ ହେଉଛି ଭାଇରସ ଦ୍ୱାରା ଜଡିତ ରକ୍ତ ବାହିକାରେ କ୍ଷତି ହୋଇପାରେ । କିମ୍ବା ଏହା ଭାଇରସ ବିରୋଧରେ ପ୍ରତିରୋଧକ ପ୍ରତିକ୍ରିୟା ମଧ୍ୟ ହୋଇପାରେ । ଯେଉଁଥିପାଇଁ ରକ୍ତ ଛୋଟ ଜମାଟ ହୋଇଯାଏ ଓ ନଖର ରଙ୍ଗ ଫିକା ପଡ଼ିଯାଏ । କେତକଙ୍କ ଠାରେ ଏହି ଚିହ୍ନ ୧ ସପ୍ତାହ ରହେ ତ କେତେକଙ୍କ ଠାରେ ଏହା ୪ ସପ୍ତାହ ମଧ୍ୟ ରହିଥାଏ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.