News portal website
before header
[URIS id=5393]

ବିଭିନ୍ନ ଟିକାର ଦାମ୍‌ ଧାର୍ଯ୍ୟ କଲେ କେନ୍ଦ୍ର ସରକାର

0 283

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୦୮-୦୬-୨୦୨୧

ଧାର୍ଯ୍ୟ ହେଲା କୋଭିଡ୍ ଟିକାର ଦାମ୍
ଦେଶରେ ବିଭିନ୍ନ ଟିକାର ଦାମ ନିର୍ଦ୍ଧାରଣ କଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଘରୋଇ ହସ୍ପିଟାଲରେ କୋଭିସିଲ୍ଡ଼ର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କା
କୋଭିସିଲ୍ଡର ଉତ୍ପାଦନକାରୀ ବିକ୍ରି ଦର ୬୦୦ ଟଙ୍କା ଘୋଷଣା
କୋଭିସିଲ୍ଡ୍ର ଡୋଜ୍ ପିଛା ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କା


କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧,୪୧୦ ଟଙ୍କା
କୋଭାକ୍ସିନ୍ ଉତ୍ପାଦନ ଦର ୧୨୨ ଟଙ୍କା, ଜିଏସଟି ୬୦ ଟଙ୍କା
ଋଷ ଟିକା ସ୍ପୁଟନିକ୍-ଭିର ହସ୍ପିଟାଲ୍ରେ ଦାମ୍ ୧୧୪୫ ଟଙ୍କା
ନିର୍ମାଣକାରୀ ସଂସ୍ଥା ସ୍ପୁଟନିକ୍-ଭି ଧାର୍ଯ୍ୟ କରିଛି ୯୪୮
ଋଷ ଟିକା ସ୍ପୁଟନିକ୍-ଭିର ଜିଏସ୍ଟି ୪୭, ସର୍ଭିସ ଚାର୍ଜ ୧୫୦ ଟଙ୍କା ରହିଛି

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.