Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ପୁଣି ଆସିଲା ଛାତିଥରା ଦୃଶ୍ୟ ଭଦ୍ରକ ଧାମନଗର ସହରରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ସୁଚନା ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା!-->!-->!-->!-->!-->…
ଅନଲାଇନରେ ଅମରନାଥ ଦର୍ଶନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତାବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେରଖୁ ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର!-->!-->!-->!-->!-->…
ଚଣ୍ଡିଖୋଲ କୋର୍ଟ ପରିସରରେ,ଦ୍ବିତୀୟ ଜେଏମଏଫସି କୋର୍ଟ!
ଅଷ୍ଟିନ ନ୍ୟୁଜ/ଯାଜପୁର
ତା-୨୧-୦୬-୨୦୨୧
ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଦ୍ବିତୀୟ ଜେଏମଏଫସି କୋର୍ଟ ଖୋଲିଲା । ଯାଜପୁର ଜିଲ୍ଲା ଓ ଦୌରା ଜଜ୍ ଶ୍ରୀ ଶ୍ରୀକାନ୍ତ କୁମାର ମିଶ୍ର ଚଣ୍ଡିଖୋଲ କୋର୍ଟ ପରିସରରେ ଆଜି ଆଉ ଗୋଟିଏ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ ଉଦଘାଟନ!-->!-->!-->!-->!-->…
ଆଜିଠୁ ୟୁ-ଟ୍ୟୁବରେ ପାଠପଢା!!
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ଆଜି ଠାରୁ ୟୁ-ଟ୍ୟୁବ୍ରେ ପାଠ ପଢ଼ିବେ ଛାତ୍ରଛାତ୍ରୀ । ଏହି କାର୍ଯ୍ୟକ୍ରମ କିପରି ସଫଳ ହେବ, ସେ ନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ( ଓସେପା ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ଜିଲ୍ଲା ସ୍ତରରେ ଗୋଟିଏ!-->!-->!-->!-->!-->…
୧୩ ରାଜ୍ୟରେ ପେଟ୍ରୋଲ ୧୦୦ ପାର୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ପେଟ୍ରୋଲ ଏବଂ ଡିଜେଲ ଦରରେ ନିଆଁ ଥମିବାର ନାଁ ଧରୁନାହିଁ । ମାସକରେ ୧୧ ଥର ଉଭୟ ଇନ୍ଧନ ଦର ବୃଦ୍ଧି ପାଇଛି । ରାଜସ୍ଥାନ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ସମେତ ଦେଶର ୧୩ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର!-->!-->!-->!-->!-->…
ସଂକ୍ରମଣ କମୁଥିବା ବେଳେ;ଅଧିକ ଯାଉଛି ଜୀବନ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୧-୦୬-୨୦୨୧
ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୩ହଜାର ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫ହଜାର ୮୨ । କ୍ବାରେଣ୍ଟାଇନରୁ ୧୭ଶହ୩୮,!-->!-->!-->!-->!-->…
ରାଷ୍ଟ୍ରପତିଙ୍କ ଠାରୁ ସାଧାରଣ ଜନତା ଆସିଲେ ଯୋଗ ଆସନରେ।
ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ
ତା-୨୧-୦୬-୨୦୨୧
ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି।
କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି!-->!-->!-->!-->!-->!-->!-->!-->!-->…
ଆର୍ନ୍ତଜାତୀୟ ଯୋଗ ଦିବସ!
ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର
ତା-୨୧-୦୬-୨୦୨୧
ଆଜି ହେଉଛି ବିଶ୍ବ ଯୋଗ ଦିବସ,ସାଧାରଣତଃ ଯୋଗ ଦ୍ବାରା ବିଭିନ୍ନ ପ୍ରକାରର ରୋଗ,ଶାରୀରିକ ସମସ୍ୟାକୁ ଦୂର କରାଯାଇଥାଏ। ଯୋଗ କଲେ ନିରୋଗ ରୁହନ୍ତି। ବିଶ୍ବର ପ୍ରାୟ କୋଟି କୋଟି ଲୋକ ମୁଖ୍ୟତଃ ପ୍ରାତଃ ଓ ସନ୍ଧ୍ଯା ସମୟରେ ଯୋଗ!-->!-->!-->!-->!-->…
ରାଜଧାନୀରେ ୫୦ ପ୍ରତିଶତ କ୍ଷମତା ସହ ଖୋଲିବ ବାର୍
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୬-୨୦୨୧
କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ଦିଲ୍ଲୀ ରେ କଟକଣା କୋହଳ କରାଯାଇଛି । ତେବେ ସୋମବାର ଠାରୁ ବାର୍ ଖୋଲିବାକୁ ଅନୁମତି ମିଳିଥିବା ବେଳେ । ଦିଲ୍ଲୀ ରେ ୫୦ ପ୍ରତିଶତ କ୍ଷମତାରେ ବାର ଖୋଲିବ । ମିଳିଥିବା ସୂଚନା ଅନୁସାରେ ଦିନ!-->!-->!-->!-->!-->…
୨୪ ଶ୍ରମିକ ଦାଦନ ଚାଲାଣ ବେଳେ, ପାପଡାହାଣ୍ଡି ପୋଲିସର ଚଢାଉ;ଦୁଇ ଗିରଫ
ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର
ତା-୨୦-୦୬-୨୦୨୧
ନବରଙ୍ଗପୁରରେ ପୁଣି ୨୪ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଘଟଣାରେ ୨ ଜଣଙ୍କୁ ଗିରଫ କରାଯିବା ସହ , ତେଲେଙ୍ଗାନର ଏକ ଘରୋଇ ବସ ଅଟକ ରଖିଛି ପାପଡାହାଣ୍ଡି ପୋଲିସ ।ଅନ୍ୟ ରାଜ୍ୟକୁ ଦାଦନ ଚାଲାଣ ହେଉଥିବା ଖବର ପାଇ!-->!-->!-->!-->!-->…
