News portal website
before header
[URIS id=5393]

ସଂକ୍ରମଣ କମୁଥିବା ବେଳେ;ଅଧିକ ଯାଉଛି ଜୀବନ

0 162

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୩ହଜାର ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫ହଜାର ୮୨ । କ୍ବାରେଣ୍ଟାଇନରୁ ୧୭ଶହ୩୮, ଲୋକାଲ କେସ୍ ୧୨୯୩ ଚିହ୍ନଟ ହୋଇଛନ୍ତି । ୧୯ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ଖୋର୍ଦ୍ଧାରେ କମୁଛି ସଂକ୍ରମଣ ।

ଦିନକରେ ୩୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୮୦, ମୟୂରଭଞ୍ଜରୁ ୧୬୭, ନୟାଗଡ଼ରୁ ୧୪୦, ଭଦ୍ରକରୁ ୧୩୫, ଅନୁଗୁଳରୁ ୧୨୧, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଯେ କୌଣସି କାର୍ଡ କ୍ରାଫ୍ଟ ଡିଜାଇନର ଉପହାର ପାଇଁ TARA CREATIONS/ତାରା କ୍ରିଏସନସ କୁ ଅର୍ଡର କରନ୍ତୁ-8895752269 /୮୮୯୫୭୫୨୨୬୯। ଅଧିକ ଡିଜାଇନ ଦେଖିବା ପାଇଁ https://www.instagram.com/tara_creations1866?r=nametag ରେ ମେସେଜ କରନ୍ତୁ।

ଢେଙ୍କାନାଳରୁ ୯୦, ସୁନ୍ଦରଗଡ଼ରୁ ୮୦, ଷ୍ଟେଟପୁଲରୁ ୭୮, ନବରଙ୍ଗପୁରରୁ ୬୩, କେନ୍ଦୁଝର ଓ କୋରାପୁଟରୁ ୬୮ଜଣ ଲେଖାଏଁ, ରାୟଗଡ଼ାରୁ ୪୪, ମାଲକାନଗିରିରୁ ୪୩, ବୌଦ୍ଧରୁ ୪୦, ବରଗଡ଼ ଓ କଳାହାଣ୍ଡିରୁ ୩୯ଜଣ ଲେଖାଏଁ, କନ୍ଧମାଳରୁ ୩୮, ବଲାଙ୍ଗୀର ଓ ସମ୍ବଲପୁରରୁ ୩୦ଜଣ ଲେଖାଏଁ, ଗଞ୍ଜାମରୁ ୨୬।

ଗଜପତିରୁ ୨୫, ସୋନପୁରରୁ ୨୨, ନୂଆପଡାରୁ ୨୦, ଝାରସୁଗୁଡାରୁ ୧୭, ଦେଓଗଡ଼ରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୦ହଜାର ୨୧୪ । ଆକ୍ଟିଭ କେସ୍ ରହିଛି ୩୬ହଜାର ୬୩୩ ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର [email protected] ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.