News portal website
before header
[URIS id=5393]

ବିଚ୍ ରାସ୍ତାରେ ହାତ ବାନ୍ଧି ଯୁବକକୁ ନିର୍ଧୁମ ମାଡ

0 191

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

ପୁଣି ଆସିଲା ଛାତିଥରା ଦୃଶ୍ୟ ଭଦ୍ରକ ଧାମନଗର ସହରରେ ଯୁବକଙ୍କୁ ରସିରେ ବାନ୍ଧି ଅତି ଅମାନୁଷିକ ଭାବେ ଗୋଡାଇ ଗୋଡାଇ ପିଟିଲେ ଭାଇ ଭଉଣି । ସୁଚନା ଅନୁଯାୟୀ ଉକ୍ତ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହ୍ୟାକ୍ କରି ନେଇଥିବା ସନ୍ଦେହରେ ଉକ୍ତ ଯୁବକଙ୍କୁ ମହିଳା ଓ ତାଙ୍କ ଭାଇ ଗୋଡ ହାତ ବାନ୍ଧି ଜୋତାରେ ପିଟିବା ସହ ଗୋଇଠା ବିଧା ମାରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି ।

ବିଚ୍ ରାସ୍ତାରେ ଏପରି ମାଡ ହେଉଥିବା ସମୟରେ ଶତାଧିକ ଲୋକ ଦେଖୁଥିଲେ ମଧ୍ୟ କେହି ପ୍ରତିବାଦ କରିନଥିଲେ । ଅନ୍ୟପଟେ ପୋଲିସ ଯୁବକଙ୍କୁ ଗିରଫ କରିବା ସହ ଘଟଣାର ତଦନ୍ତ କରୁଛି । ଏବଂ ଗିରଫ ହୋଇଥିବା ଯୁବକଙ୍କ ମା ଉକ୍ତ ମେଡ଼ିକାଲର କର୍ମଚାରୀ ଓ ତାଙ୍କ ଭାଇଙ୍କ ନାମରେ ଅଭିଯୋଗ ଦେବାପରେ ପୋଲିସ ଘଟଣାର ତଦନ୍ତ କରୁଛି ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in
https://www.youtube.com/AustinNewsMedia
http://facebook.com/AustinNewsMedia
Leave A Reply

Your email address will not be published.