News portal website
before header
[URIS id=5393]

ଅନଲାଇନରେ ଅମରନାଥ ଦର୍ଶନ

0 480

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର

Notice

ତା-୨୧-୦୬-୨୦୨୧

କରୋନା ମହାମାରୀ ପାଇଁ ରଦ୍ଦ ହେଲା ଅମରନାଥ ଯାତ୍ରା । ଅମରନାଥଙ୍କ ଦର୍ଶନ ପାଇଁ ପୁଣି ଆସନ୍ତାବର୍ଷକୁ ଅପେକ୍ଷା କରିବେ ଶ୍ରଦ୍ଧାଳୁ । କରୋନା ସଂକ୍ରମଣକୁ ଦୃଷ୍ଟିରେରଖୁ ଏଭଳି ନିଷ୍ପତ୍ତି ନେଇଛି ଜମ୍ମୁ କାଶ୍ମୀର ପ୍ରଶାସନ ତେବେ ଅମରନାଥ ଯାତ୍ରା ରଦ୍ଦ ନେଇ ଉପରାଜ୍ୟପାଳ ମନୋଜ ସିହ୍ନାସୂଚନା ଦେଇଛନ୍ତି ।

ଅଷ୍ଟିନ୍ ନ୍ୟୁଜରେ କାର୍ଯ୍ୟ କରିବା ପାଇଁ ଓଡିଶାର ପ୍ରତ୍ଯେକ ବ୍ଲକ ଓ ଜିଲ୍ଲା ସ୍ତରରେ ସାମ୍ବାଦିକ ଓ ସାମ୍ବାଦିକା ଆବଶ୍ଯକ । ଇଛୁକ ପାର୍ଥୀ ଓ ପାର୍ଥୀନି ନିଜର ପରିଚୟ ପତ୍ର ରେ ପଠାଇ ପାରିବେ। କିମ୍ବା ୬୩୭୨୯୪୨୬୫୦/6372942650 ନମ୍ବରରେ କାର୍ଯ୍ଯାଳୟ ସହ ଯୋଗାଯୋଗ କରିପାରିବେ।

ହିମ ଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେ ବସି ହିମଲିଙ୍ଗ ଦର୍ଶନ କରିପାରିବେ । ଏହାସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖ୍ ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ। ଆମ ସହ ଯୋଡି ହୋଇ ରହିବା ପାଇଁ ଆମର ଫେସବୁକ ପେଜ୍, ୟ୍ଯୁ-ଟ୍ୟୁବ ପେଜ୍, ଟ୍ବିଟର ପେଜ୍ କୁ ଲାଇକ, କମେଣ୍ଟ, ସେୟାର, ଫଲୋ, ସବସ୍କ୍ରିପସନ କରନ୍ତୁ।

http://www.austinnews.in

http://facebook.com/AustinNewsMedia

https://www.youtube.com/AustinNewsMedia

Leave A Reply

Your email address will not be published.