News portal website
before header

ମାଓ କ୍ଯାମ୍ପରେ ପୋଲିସ ଚଢାଉ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ପୋଲସ ମାଓବାଦୀ ମଧ୍ୟରେ ଗୁଳିବିନିମୟ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଅନ୍ତର୍ଗତ ଆର୍ଛା ଜଙ୍ଗଲରେ ଯବାନ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଛି । 2 ମାଓ କମାଣ୍ଡର ନିହତ ହୋଇଥିବାବେଳେ ବିପୁଳ ପରିମାଣର…

ତାମିଲନାଡୁରେ ବଢିଲା ଲକଡାଉନ ଅବଧି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ପୁଣି ଘୁଞ୍ଚିଲା ଲକଡାଉନ୍ ,କମିବାର ନାଁ ନେଉନାହିଁ ନଥିବା ସମୟରେ ସ୍ଥିତିରେ ସୁଧାର ପରିଲିଖିତ ହେଉଛି। କରୋନା ସଂକ୍ରମଣ କମିଥିଲେ ବି ବିପଦ ଏଡାଇବାକୁ ସରକାର ଆଉ ୭ ଦିନ ଲକଡାଉନ୍ ଘୁଞ୍ଚାଇ ଦେଇଛନ୍ତି । ତାମଲନାଡୁରେ ଏଣିକି…

ତେଲେଙ୍ଗାନାରେ ହଟିଲା ଲକଡାଉନ!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ କରୋନା ମହାମାରୀର ଦ୍ଵିତୀୟ ଲହରର ପ୍ରକୋପ କମିବା ପରେ ତେଲଙ୍ଗାନା ସରକାର ରାଜ୍ୟରୁ ସଂପୂର୍ଣ୍ଣ ଭାବେ ଲକ୍‌ଡାଉନ୍‌ ହଟାଇ ଦେଇଛନ୍ତି। ଏହା ପରେ ସ୍କୁଲ-କଲେଜ୍ ପୁନର୍ବାର ଖୋଲିବାକୁ ଅନୁମତି ଦିଆଯାଇଛି। କ୍ୟାବିନେଟ୍‌ର ସମସ୍ତ…

ବ୍ରାହ୍ମଣୀ ସ୍ରୋତରେ ଭାସିଗଲେ ଦୁଇ ଯୁବକ!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ନଦୀରେ ଗାଧୋଉ ଥିବା ସମୟରେ ଭାସିଗଲେ ୨ ଯୁବକ । ଯାଜପୁର ଜିଲ୍ଲା ବରୀ ବ୍ଲକ ସଂକରାକୁଳରେ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ୨ ଜଣ ଯୁବକ ଭାସି ଯାଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି…

ଜୀବନ ଯୁଦ୍ଧରେ ହାରିଗଲେ ,ଚର୍ଚ୍ଚିତ ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ର

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୨୦-୦୬-୨୦୨୧ ଲୋକପ୍ରିୟ ଓଲିଉଡ୍‌ ସିଙ୍ଗର ତପୁ ମିଶ୍ରଙ୍କ ପରଲୋକ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ତପୁ ମିଶ୍ରଙ୍କ ଦେହାନ୍ତ ଘଟିଛି। କରୋନାରେ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ଲଗାତାର ଅକ୍ସିଜେନ୍‌…

କରୋନା ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି ।

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କରୋନା ମୃତ୍ୟୁକୁ ନେଇ ରାଜନୀତି ତେଜିବାରେ ଲାଗିଛି । ଗତ ଦୁଇ ଦିନ ତଳେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କରୋନା ମୃତ୍ୟୁକୁ ନେଇ ସରକାର ଙ୍କୁ ପ୍ରଶ୍ନବାଚୀ କରିଥିବାବେଳେ । ଏବେ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି । ଏନେଇ…

କାଲିଠୁ ଏହି ରାଜ୍ୟରେ ଉଠିବ ଲକଡାଉନ୍‌

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ଦେଶରେ କମୁଛି ସଂକ୍ରମଣ। ଆଉ ଏହାକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ଲକ୍ ଡାଉନ କୋହଳ ହେଉଥିବା ବେଳେ । ତେବେ ଏହାରି ମଧ୍ୟରେ, ଜୁନ ୨୦ରୁ ତେଲଙ୍ଗାନାରେ ସମ୍ପୂର୍ଣ୍ଣ ଲକ୍‌ଡାଉନ ଉଠିବା ନେଇ ସୂଚନା ମିଳିଛି। ଏଥିସହ ନାଇଟ୍‌ କର୍ଫ୍ୟୁ କଟକଣା…

ବୁଡାପାଲି ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଛି ନିମ୍ନମାନର କୋଠା କାମ

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ବରଗଡ ଜିଲ୍ଲା ବିଜେପୁର ବ୍ଲକର ବୁଡାପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା କୋଠା କାମ ନିମ୍ନମାନର କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁରାତନ ଛାତ୍ର ତଥା ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରି ବିକ୍ଷୋଭ ପ୍ରଦର୍ଶନ…

ପରଲୋକରେ କୁନ୍ତୀ ପ୍ରଧାନ!!

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ ବରଗଡ଼ ଜିଲ୍ଲା ବିଜେପୁର ଏନଏସି ସଦର ମହକୁମାରେ ଜଣେ ଧର୍ମ ପରାୟାଣ ମହିଳା କୁନ୍ତୀ ପଧାନ(୫୬)ଙ୍କ ଶୁକ୍ରବାର ଅକାଳ ବିୟୋଗ ହୋଇ ଯାଇଛି। ଶୁକ୍ରବାର ସେ ନିତ୍ଯ ନୈମିତ୍ୟ ଭୋରରୁ ସ୍ନାନ କରି ଦେବ ଦର୍ଶନ କରିଥିଲେ। ହଠାତ୍…

କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ପରଲୋକ: ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି

ଅଷ୍ଟିନ ନ୍ୟୁଜ / ଭୁବନେଶ୍ୱର ତା-୧୯-୦୬-୨୦୨୧ କିମ୍ୱଦନ୍ତି ଧାବକ ମିଲ୍‌ଖା ସିଂହଙ୍କ ଦେହାନ୍ତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୋକ ବ୍ୟକ୍ତ କରିଛନ୍ତି । ମିଲଖା ସିଂହଙ୍କ ବିୟୋଗରେ ରାଷ୍ଟ୍ରପତି…