ଅଷ୍ଟିନ୍ ନ୍ୟୁଜ୍/ ନୂଆଦିଲ୍ଲୀ

ତା-୨୧-୦୬-୨୦୨୧
ଆର୍ନ୍ତଜାତୀୟ ଯୋଗ ଦିବସରେ ରାଷ୍ଟ୍ରପତି କରୁଛନ୍ତି ଯୋଗ।ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗଆସନ କରୁଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ନଜର ଆସିଛି।

କେବଳ ଭାରତର ରାଷ୍ଟ୍ରପତି ନୁହନ୍ତି ଆବାଳବୃଦ୍ଧବନିତା ସମସ୍ତ ବର୍ଗର ଜନ ସାଧାରଣଙ୍କୁ ମଧ୍ଯ ଆଜି ସକାଳୁ ଯୋଗ କରୁଥିବାର ଦେଖିବାକୁ ମିଳିଛି। ପଲ୍ଲୀରୁ ଦିଲ୍ଲୀ ପିଲାଠାରୁ ବୁଢ଼ା ସମସ୍ତେ ଯୋଗରେ ମସଗୁଲ।
