ଅଷ୍ଟିନ୍ ନ୍ୟୁଜ୍/ଭୁବନେଶ୍ବର

ତା-୨୧-୦୬-୨୦୨୧
ଆଜି ହେଉଛି ବିଶ୍ବ ଯୋଗ ଦିବସ,ସାଧାରଣତଃ ଯୋଗ ଦ୍ବାରା ବିଭିନ୍ନ ପ୍ରକାରର ରୋଗ,ଶାରୀରିକ ସମସ୍ୟାକୁ ଦୂର କରାଯାଇଥାଏ। ଯୋଗ କଲେ ନିରୋଗ ରୁହନ୍ତି। ବିଶ୍ବର ପ୍ରାୟ କୋଟି କୋଟି ଲୋକ ମୁଖ୍ୟତଃ ପ୍ରାତଃ ଓ ସନ୍ଧ୍ଯା ସମୟରେ ଯୋଗ କରିଥାନ୍ତି। ଯୋଗ, ପ୍ରଣାମ, ଯୋଗ ଆସନ, ଆଦି ନାମରେ ଯୋଗର ବିଭିନ୍ନ ପ୍ରକାରର ପ୍ରଣାଳୀ ଓ ପ୍ରକ୍ରିୟା ରହିଛି। ସାରା ବିଶ୍ବ ଆଜି ଯୋଗ ଦିବସ ପାଳନ କରୁଛି।
