Sign in
Sign in
Recover your password.
A password will be e-mailed to you.
Breaking News
ପ୍ରଧାନଶିକ୍ଷକଙ୍କ ଜାତିଆଣ ଆକ୍ଷେପ ମାମଲା ରୁଜୁଶତରଞ୍ଜ ଚାମ୍ପିଅନସିପ୍ 2026 ରେ ସ୍ପର୍ଶଙ୍କ ଶାନଦାର ପ୍ରଦର୍ଶନ !ଆତ୍ମହତ୍ୟା ନା ହତ୍ୟା ?ବଡ଼ଚଣାରେ ଲଜ୍ଜା ପୋସ୍କୋ ଆକ୍ଟରେ ମାମଲା ରୁଜୁ !ସେବାରେ ଡକ୍ଟର ଅର୍ଜନ କଲେ ମହେଶ୍ବରବଡ଼ଚଣାର କୁବେର AEE ତପନ ସେଠୀଙ୍କୁ ଭିଜିଲାନ୍ସ ରେଡ !ନଅଦିନ ହେଲା ନିଖୋଜ ଟେର ପାଉନି କମିଶନରେଟ ପୋଲିସ !ବଡ଼ଚଣାରେ ମହିଷାଶୁର କିଏ?ଏମିତି ଆସିଛି ଶୁଭେଛା ବାର୍ତ୍ତାଉଦୟଗିରି ଶୋଭନୀୟ ଶିକ୍ଷାଶ୍ରମରେ ଶୋକ ସଭା।
ଆରପାରିରେ ସୁର ବାବା
ଭୁବନେଶ୍ବର:
ତା-୭-୧୨-୨୦୨୦
ବହୁ ଚର୍ଚ୍ଚିତ ସୁର ବାବାଙ୍କ ପରଲୋକ। ତ୍ରାହି ଅଚ୍ୟୁତ୍ ଆଶ୍ରମର ପ୍ରତିଷ୍ଠାତା ସୁରେନ୍ଦ୍ର ନାଥ ମିଶ୍ର ଓରଫ ସୁର ବାବାଙ୍କବିଳମ୍ବିତ ରାତ୍ରିରେ ପରଲୋକ ହୋଇଯାଇଛି। ରାଜଧାନୀର ଏକ ଘରୋଇ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି।!-->!-->!-->!-->!-->…
ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ହିସାବ ଦେଲେ ବିଧାୟକ ରମେଶ ଜେନା
ବ୍ରହ୍ମପୁର :
ତା-୬-୧୨-୨୦୨୦
ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ଖୋଲୁଛି ଦୁର୍ନୀତିର ପେଡି। ଦୀର୍ଘ ୧୬ବର୍ଷ ଧରି ଶାସକ ଦଳରେ ଥାଇ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା!-->!-->!-->!-->!-->…
ହାଜତ ମୃତ୍ୟୁ ଘଟଣା ପରେ ବଦଳିଲେ ପୁରୀର ୬ ପୋଲିସ ଅଧିକାରୀ
ପୁରୀ:
ତା-୬-୧୨-୨୦୨୦
ପୁରୀରେ ହାଜତ ମୃତ୍ୟୁ ଘଟଣା ପରେ ଜିଲ୍ଲାର ୬ ପୋଲିସଙ୍କୁ ବଦଳି କରାଯାଇଛି। ବାସେଳିସାହି ଥାନା IIC ଜୀବନାନନ୍ଦ ଜେନାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରିଛନ୍ତି ପୁରୀ ଏସ୍ପି। ତାଙ୍କ ସ୍ଥାନରେ ସଂଜୀବ ପ୍ରଧାନ ହେଲେ ବାସେଳିସାହିର ନୂଆ ଆଇଆଇସି। ହାଜତ!-->!-->!-->!-->!-->…
ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ
ଭୁବନେଶ୍ବର:
ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ କୋର୍ଟକୁ ଟାଣିବ କଂଗ୍ରେସ। ପରୀ ହତ୍ୟା ମାମଲାରେ SIT ତଦନ୍ତ ଦାବି କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ତେବେ ସରକାର ମଧ୍ୟ ତାଙ୍କ ଦାବି ପୂରଣ କରିଥିଲେ। କିନ୍ତୁ ଏହି ଘଟଣାରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା!-->!-->!-->…
ଜେଲ ଭିତରେ ସମୁଦି ଜ୍ବାଇଁ ଭେଟ
ଭୁବନେଶ୍ବର:
ତା-୬-୧୨-୨୦୨୦
ଝାରପଡା ଜେଲ୍ ଭିତରେ ସାମ୍ନାସାମ୍ନି ହେଲେ ଭାବୀ ସମୁଦି ଓ ଜ୍ୱାଇଁ। ଖାଇବା ନେବା ବେଳେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀଙ୍କର ଭେଟ ହୋଇଥିଲା । ଉଭୟ ଉଭୟଙ୍କୁ ଦେଖି କେମତି ଅଛ ବୋଲି ପଚାରି ହସିଥିଲେ।ଭାବୀ ଜ୍ୱାଇଁ ଆକାଶଙ୍କ ସହ!-->!-->!-->!-->!-->…
ଆଜି ବି ବିଫଳ ହେଲା ଚାଷୀ ଓ ସରକାର ବୈଠକ
ନୂଆଦିଲ୍ଲୀ:
ତା-୫-୧୨-୨୦୨୦
ଆଜି କେନ୍ଦ୍ର ସରକାର ଏବଂ କୃଷକ ନେତାଙ୍କ ମଧ୍ୟରେ ଏକ ରାଉଣ୍ଡ ବୈଠକ ଅନୁଷ୍ଠିତ ହୋଇଥିଲା। ଶନିବାର ଅନୁଷ୍ଠିତ ବୈଠକରେ କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ ମଧ୍ୟରେ କୃଷକମାନେ ସେମାନଙ୍କ ଦାବି ଉପରେ ଜିଦ୍ ଧରିଥିଲେ। ପ୍ରାୟ 6 ଘଣ୍ଟା ଧରି!-->!-->!-->!-->!-->!-->!-->…
ପଶ୍ଚିମ ଓଡ଼ିଶାରେ ତେଜିଲା ଚାଷୀ ଆନ୍ଦୋଳନ
ସମ୍ବଲପୁର:
ତା-୫-୧୨-୨୦୨୦
ଆଜିଠାରୁ ସମଗ୍ର ପଶ୍ଚିମ ଓଡ଼ିଶାରେ ରାଜରାସ୍ତାକୁ ଓହ୍ଲାଇଛି ଚାଷୀ ସଂଗଠନ। ପଶ୍ଚିମ ଓଡିଶା କୄଷକ ସଂଗଠନ ସମନ୍ବୟ ସମିତି ଡାକରାରେ ବିଭିନ୍ନ ଜିଲାରେ ଆଜି ଆନ୍ଦୋଳନ କରି ରାଜରାସ୍ତା ବନ୍ଦ କରିଛନ୍ତି ଚାଷୀ ସଂଗଠନ। ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ!-->!-->!-->!-->!-->…
ପରୀ ହତ୍ୟା ମାମଲା : ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି
ଭୁବନେଶ୍ବର:
ତା-୫-୧୨-୨୦୨୦
ପରୀ ହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ BJP ଟିମ୍ର ନୟାଗଡ଼ ଗସ୍ତ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାକୁ ଖିଅ କରି ରାଜନୀତି ନ କରନ୍ତୁ ବିରୋଧୀ । ପରୀ କିପରି ନ୍ୟାୟ ପାଇବ ରାଜ୍ୟ ସରକାର!-->!-->!-->!-->!-->!-->!-->…
ପରୀ ହତ୍ୟା ମାମଲା: ବାବୁଲି ନାଏକକୁ ଜେରା କଲା SIT
ଭୁବନେଶ୍ବର:
ତା-୫-୧୨-୨୦୨୦
ନୟାଗଡ଼ର ପରୀ ହତ୍ୟା ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀ ବୋଲି କୁହାଯାଉଥିବା ବାବୁଲି ନାୟକକୁ SIT ମାରାଥନ ଜେରା କରିଛି। ଗତକାଲି SIT ଟିମ୍ ଅଭିଯୁକ୍ତ ବାବୁଲି ନାୟକର ଘର ଯାଞ୍ଚ କରି ଜେରା କରିଥିଲା । ଏପଟେ ଆଜି ପୁଣି ଥରେ ବାବୁଲି ଓ!-->!-->!-->!-->!-->…
ଖୋଲୁଛି ପାଠକଙ୍କ ଦୁର୍ନୀତି ପେଡି : ରାଜ୍ୟ ବାହାରେ ବି ଠକୁଥିଲେ ଆକାଶ
ଭୁବନେଶ୍ବର:
ତା-୫-୧୨-୨୦୨୦
ଓଡ଼ିଶା ଇତିହାସର ସବୁଠୁ ବଡ଼ ରେଡରେ ଧରାପଡିଥିବା ଆଇଏଫ୍ଏସ୍ ଅଭୟ ପାଠକ ଓ ଆକାଶ ପାଠକଙ୍କ ନାଁରେ ଗୋଟିଏ ପରେ ଗୋଟିଏ କଳା କାରନାମାର ଫର୍ଦ ଖୋଲୁଛି। କେବଳ ଓଡିଶାରେ ନୁହେଁ ଅନ୍ୟ ରାଜ୍ୟରେ ବି ଲୋକମାନଙ୍କୁ ଠକିଛନ୍ତି ଆକାଶ ପାଠକ । ଆକାଶ ପାଠକଙ୍କ!-->!-->!-->!-->!-->…
