News portal website
before header
[URIS id=5393]

ପରୀ ହତ୍ୟା ମାମଲା : ବିରୋଧୀଙ୍କୁ ଟାର୍ଗେଟ କଲା ବିଜେଡି

0 139

Notice

ଭୁବନେଶ୍ବର:

ତା-୫-୧୨-୨୦୨୦

ପରୀ ହତ୍ୟା ଘଟଣାରେ ବିରୋଧୀ କଂଗ୍ରେସ ଓ BJP ଟିମ୍‌ର ନୟାଗଡ଼ ଗସ୍ତ ପ୍ରସଙ୍ଗରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତିଙ୍କ ପ୍ରତିକ୍ରିୟା ରଖି କହିଛନ୍ତି, ପରୀ ହତ୍ୟାକୁ ଖିଅ କରି ରାଜନୀତି ନ କରନ୍ତୁ ବିରୋଧୀ । ପରୀ କିପରି ନ୍ୟାୟ ପାଇବ ରାଜ୍ୟ ସରକାର ତତ୍ପର ଅଛନ୍ତି। SIT ତଦନ୍ତ କରୁଛି, ପରୀ ନିଶ୍ଚିତ ନ୍ୟାୟ ପାଇବ ବୋଲି ଲେନିନ କହିଛନ୍ତି।

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.