News portal website
before header
[URIS id=5393]

ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତିର ହିସାବ ଦେଲେ ବିଧାୟକ ରମେଶ ଜେନା

0 217

ବ୍ରହ୍ମପୁର : 

Notice

ତା-୬-୧୨-୨୦୨୦ 

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗିରଫ ପରେ ଖୋଲୁଛି ଦୁର୍ନୀତିର ପେଡି। ଦୀର୍ଘ ୧୬ବର୍ଷ ଧରି ଶାସକ ଦଳରେ ଥାଇ କ୍ଷମତାର ଅପବ୍ୟବହାର କରି ଦୁର୍ନୀତି କରିଛନ୍ତି ପ୍ରଦୀପ ପାଣିଗ୍ରାହୀ। ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଗୋପାଳପୁର ବିଧାୟକଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ, ଦୀର୍ଘ ୧୬ବର୍ଷ ଧରି କ୍ଷମତାର ଅପବ୍ୟବହାର କରି  ଗୋପାଳପୁର ବିଧାୟକ ରାଜୁତି ଚଳାଇଥିଲେ। ବାଲି, ମୋରମ, ଖଣି ଓ ମଦ ମାଫିଆଙ୍କ ସହ ତାଙ୍କର ସମ୍ପର୍କ ରହିଥିଲା। ମାଫିଆ ମାନଙ୍କ ଠାରୁ ପ୍ରତି ମାସରେ ତାଙ୍କ ପାଖକୁ ୯୦ଲକ୍ଷରୁ ପ୍ରାୟ ୧କୋଟି ଟଙ୍କାର ବଟି ଆସୁଥିଲା। ପ୍ରଦୀପଙ୍କ ସମେତ ୩ ଜଣଙ୍କ ଭାଗିଦାରୀରେ ଉତ୍ତରାଖଣ୍ଡଠାରେ ଏକ ପାୱାର ପ୍ଲାଣ୍ଟ ରହିଥିବା ସେ କହିଛନ୍ତି । ସରକାର ଏହାର ମଧ୍ୟ ତଦନ୍ତ କରନ୍ତୁ ବୋଲି ସେ କହିଛନ୍ତି। 

ଅଧିକ ଖବର ଜାଣିବା ପାଇଁ ଆମର ଓ୍ବେବସାଇଟ ଲଗଇନ କରନ୍ତୁ।
www.austinnews.in
https:facebookaustinnews https:youtubeaustinnews
twitter@austinnewsmedia

Leave A Reply

Your email address will not be published.